ରୋଟାରୀ ପବ୍ଲିକ୍ ସ୍କୁଲ୍ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଅନୁଗୋଳ :  ରୋଟାରୀ ପବ୍ଲିକ୍ ସ୍କୁଲ୍ ର ଅଧ୍ୟକ୍ଷ ଅଶୋକ କୁମାର ବେହେରା ଙ୍କ ତତ୍ତ୍ଵାବଧାନରେ ରୋଟରି ପବ୍ଲିକ୍ ସ୍କୁଲ୍ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଅଛି। ଉକ୍ତ ଦିବସରେ ସ୍କୁଲ୍ ପରିଚାଳନା କମିଟି ର ପୂର୍ବତନ ଅଧ୍ୟକ୍ଷ ନିଖିଳ ରଞ୍ଜନ ମିଶ୍ର ମୁକ୍ଷ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଯୋଗ ଅଭ୍ୟାସ ବିସୟରେ ଆଲୋକ ପାତ କରିଥିଲେ। ସ୍କୁଲ୍ ର ଅପାଧ୍ୟକ୍ଷ ଡ, ମନୋରଞ୍ଜନ ପଣ୍ଡା ଯୋଗଦ୍ଵାରା ସୁନ୍ଦର ଶରୀର ସୁସ୍ଥ ଶରୀର ଓ ଏକାଗ୍ରତା କିଭଳି ବିକସିତ ହେବ ତାହା ୟୋଗ ଦ୍ବାର ସମ୍ଭବ ହୋଇପାରେ ଓ ମଣିଷ ଶରୀରକୁ ନିରୋଗ ରଖିବା ଏକମାତ୍ର ଉପୟ ଯୋଗାସନ , ଏହି ବିସୟରେ ଆଲୋକ ପାତ କରିଥିଲେ। ସ୍କୁଲ୍ ର ପ୍ରଧାନ ଶିକ୍ଷୟତ୍ରୀ ପଲ୍ପଲତା ଦଶ ଓ ସମସ୍ତ ସିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତି ରହି ଯୋଗଦିବସରେ ସାହାଯ୍ୟ ଓ ସହଯୋଗ କରୁଥିଲେ। ଛାତ୍ର ଛାତ୍ରୀ ମାନଙ୍କୁ ସ୍କାଉଟ୍ ମାଷ୍ଟର ଓ ୟୋଗ ଶିକ୍ଷକ ଦୁଷ୍ୟନ୍ତ କୁମାର ନାଥ ୟୋଗ, ଆସନ, ପ୍ରାଣାୟମ, ଓ, ଧ୍ୟାନ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷ୍ୟା ପ୍ରଦାନ କରାଇ ଥିଲେ।

Leave a Reply

Your email address will not be published. Required fields are marked *