Homeଆଞ୍ଚଳିକକାରରୁ ୮୭ କେଜି ଗଞ୍ଜେଇ ଜବତ: ୩ ଗିରଫ କାରରୁ ୮୭ କେଜି ଗଞ୍ଜେଇ ଜବତ: ୩ ଗିରଫ August 29, 2022August 29, 2022THE SWARA ଅନୁଗୋଳ: ବୌଦ୍ଧ ଜିଲ୍ଲାରୁ ଅନୁଗୋଳ କୁ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ । ଚାଲାଣ ବେଳେ କାର ସହ ବିପୁଳ ପରିମାଣର ଗଞ୍ଜେଇ ଜବତ କରି ୩ ଜନନକୁ ଗିରଫ କରିଛି ଜିଲ୍ଲାର ଛେଣ୍ଡିପଦା ପୋଲିସ । ସୂଚନାଅନୁସାରେ ବୌଦ୍ଧ ଜିଲ୍ଲାରୁ ଏକ କାରରେ ଗଞ୍ଜେଇ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଆସୁଥିବା କୌଣସି ସୂତ୍ରରୁ ପୋଲିସ ଖବର ପାଇଥିଲା । ଫଳରେ ପୋଲିସ ଛେଣ୍ଡିପଦା ରେଞ୍ଜ୍ଜ ଅଫିସ ନିକଟରେ ଜଗି ବସିଥିଲା ପୋଲିସ । ଆଉ କାର ପହଞ୍ଚିବାପରେ କାରକୁ ଅଟକାଇ ଜାଞ୍ଚ କରିବା ପରେ ସେଥିରୁ ୮୪ ଟି ପ୍ୟାକେଟ ଗଞ୍ଜେଇ ପାଇଥିଲା ପୋଲିସ । ଜବତ ଗଞ୍ଜେଇ ୮୭ କେଜି ହୋଇଥିବା ବେଳେ କର ରେ ଥିବା ୩ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ବୌଦ୍ଧ ଜିଲ୍ଲା ଓଲଣ୍ଡା ଅଞ୍ଚଳର ରମାକାନ୍ତ ନାୟକ , ଭୋଳା ସ୍ବାଇଁ ଓ ରେଢାଖୋଲ ଥାନା ଲାଣ୍ଡିମାଳର ବବୁଲ ଲୁହା । Advertisement
ଜାତୀୟ ସ୍ତରୀୟ ସ୍କୋଏ ପ୍ରତିଯୋଗିତାରେ ଅନୁଗୋଳ ଜିଲ୍ଲାରୁ ଭାଗ ନେବେ ୭ ଖେଳାଳି। ଅନୁଗୋଳ :ଚଳିତ ମାସ ୪ ତାରିଖ ଠାରୁ ତା ୮ ତାରିଖ ପର୍ଯ୍ୟନ୍ତ ୨୪ତମ ଜାତୀୟ ସ୍ତରୀୟ ସ୍କୋଏ ପ୍ରତିଯୋଗୀତା ରାଜସ୍ଥାନର ଜୟପୁର ଠାରେ ଅନୁଷ୍ଠିତ ହେବାକୁ…
ଯୁବପିଢିଙ୍କ ବଢୁଛି ଉତ୍ସାହ । ଅନୁଗୋଳ ରେ ଆରମ୍ଭ 18 ବର୍ଷରୁ ଉର୍ଦ୍ଧ ବୟସ୍କଙ୍କୁ ଟିକାକରଣ । ଅନୁଗୋଳ: ଅନୁଗୋଳ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦୈନିକ ପ୍ରାୟ ୪ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ବିଭିନ୍ନ କଟକଣା…
ରାସ୍ତା ଉପରେ ୧୦ ଫୁଟ୍ର ପାଣି : ୫ ଦିନ ହେବ ସାତକୋଶିଆର ଟିକରପଡା ବାହ୍ୟଜଗତରୁ ବିଚ୍ଛିନ୍ନ ଅନୁଗୋଳ : କାୟା ମେଲାଇଛି ମହାନଦୀ । ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଓ ଟିକରପଡାରେ ବିପଦ ସଂକେତ ଉପରେ ରହିଛି ଜଳସ୍ତର । ୫ ଦିନ ହେବ…