Homeଆଞ୍ଚଳିକକାରରୁ ୮୭ କେଜି ଗଞ୍ଜେଇ ଜବତ: ୩ ଗିରଫ କାରରୁ ୮୭ କେଜି ଗଞ୍ଜେଇ ଜବତ: ୩ ଗିରଫ August 29, 2022August 29, 2022THE SWARA ଅନୁଗୋଳ: ବୌଦ୍ଧ ଜିଲ୍ଲାରୁ ଅନୁଗୋଳ କୁ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ । ଚାଲାଣ ବେଳେ କାର ସହ ବିପୁଳ ପରିମାଣର ଗଞ୍ଜେଇ ଜବତ କରି ୩ ଜନନକୁ ଗିରଫ କରିଛି ଜିଲ୍ଲାର ଛେଣ୍ଡିପଦା ପୋଲିସ । ସୂଚନାଅନୁସାରେ ବୌଦ୍ଧ ଜିଲ୍ଲାରୁ ଏକ କାରରେ ଗଞ୍ଜେଇ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଆସୁଥିବା କୌଣସି ସୂତ୍ରରୁ ପୋଲିସ ଖବର ପାଇଥିଲା । ଫଳରେ ପୋଲିସ ଛେଣ୍ଡିପଦା ରେଞ୍ଜ୍ଜ ଅଫିସ ନିକଟରେ ଜଗି ବସିଥିଲା ପୋଲିସ । ଆଉ କାର ପହଞ୍ଚିବାପରେ କାରକୁ ଅଟକାଇ ଜାଞ୍ଚ କରିବା ପରେ ସେଥିରୁ ୮୪ ଟି ପ୍ୟାକେଟ ଗଞ୍ଜେଇ ପାଇଥିଲା ପୋଲିସ । ଜବତ ଗଞ୍ଜେଇ ୮୭ କେଜି ହୋଇଥିବା ବେଳେ କର ରେ ଥିବା ୩ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ବୌଦ୍ଧ ଜିଲ୍ଲା ଓଲଣ୍ଡା ଅଞ୍ଚଳର ରମାକାନ୍ତ ନାୟକ , ଭୋଳା ସ୍ବାଇଁ ଓ ରେଢାଖୋଲ ଥାନା ଲାଣ୍ଡିମାଳର ବବୁଲ ଲୁହା । Advertisement
ଧଳାଜହର ରାକେଟ ର ମୁଖ୍ୟ ସହ ସହଯୋଗୀ ଗିରଫ: ୧୪୨ ଗ୍ରାମ ବ୍ରାଉନସୁଗାର ଜବତ ଅନୁଗୋଳ: ଅନୁଗୋଳ ଅବକାରୀ ବିଭାଗକୁ ମିଳିଛି ଏକ ସଫଳତା । ବ୍ରାଉନସୁଗାର ବିକ୍ରି ପାଇଁ ନେଉଥିବା ବେଳେ ବେପରର ମୁଖ୍ୟ ବୋଲାଉଥିବା ମହିଳା ଓ ତାର ସହଯୋଗୀକୁ…
ଜେ ଏସ୍ ଏସ୍ ଦ୍ଵାରା ବିଶ୍ଵ ଶିଶୁ ଶ୍ରମ ନିଷେଧ ଦିବସ ପାଳନ ଅନୁଗୋଳ: ଅନୁଗୋଳ ଜିଲ୍ଲା ଥିବା ଇକଙ୍କରବନ୍ଦ ଗ୍ରାମ ରେ କେନ୍ଦ୍ର ସରକାର ଙ୍କ କୌଶଳ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧିନ ଜନ ଶିକ୍ଷଣ ସଂସ୍ଥାନର ଅନୁଗୋଳ ନିର୍ଦ୍ଦେଶକ …
ଆଠମଲ୍ଲିକରେ ଆଇନ ସେବା ସଚେତନତା ଶିବିର ଅନୁଗୋଳ: ତାଲୁକ ଆଇନ ସେବା କମିଟି ତରଫରୁ ଆଠମଲ୍ଲିକ ମିନି ଷ୍ଟାଡିଅମ ଠାରେ ଏକ ମେଗା ଆଇନ ସେବା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରକୁ…