Homeଆଞ୍ଚଳିକଭୋଟ୍ ଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ। ଭୋଟ୍ ଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ। February 20, 2022February 20, 2022THE SWARA ଆଠମଲ୍ଲିକ :ଭୋଟ୍ ଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ ଆଜି ଅନୁଗୋଳ ଜିଲାର ଆଠମଲ୍ଲିକ ଓ ପାଲଲହାଡ଼ା ବ୍ଲକ ରେ ମତ ଦାନ ଚାଲିଥିବା ବେଳେ ରମେଶ ସାଏ ନିଜ ଗାଁ ପୋଡାପଦର ସ୍କୁଲ ରେ ୧୦ ନଂ ବୁଥ ଦେଇଛନ୍ତି ଭୋଟ୍। ବିଧାୟକ ରମେଶ ସାଏ ନିଜ ଗାଁ ପୋଡାପଦର ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ୧୦ନମ୍ବର ବୁଥରେ ଆଜି ମତଦାନ କରିଛନ୍ତି। ସେ ସପରିବାର ନିଜ ଘରୁ ଚାଲି ଚାଲି ଆସି ଭୋଟ ଦାନ କେନ୍ଦ୍ରରେ ପହଞ୍ଚି ଥିଲେ। ସେଠାରେ ସାଧାରଣ ଭୋଟରଙ୍କ ପରି ଲାଇନରେ ଦୀର୍ଘ ସମୟ ଠିଆ ହୋଇଥିଲେ। ନିଜ ସମୟ ଆସିବା ପରେ ଭୋଟ ଦେଇଥିଲେ।କିଭଳି ଅଧିକରୁ ଅଧିକ ମତଦାତା ନିଜ ନିଜର ମତାଧିକାର ସାବ୍ୟସ୍ତ କରିବେ ସେନେଇ ମଧ୍ୟ ଲୋକଙ୍କୁ ନିବେଦନ କରିଥିଲେ ।
ଅନୁଗୋଳ ଜିଲ୍ଲାରୁ ୧୦୪ ଜଣ କରୋନା ପଜିଟିଭ ଚିହ୍ନଟ, ପଜିଟିଭ ସଂଖ୍ୟା ପହଞ୍ଚିଲା ୪୫୧୦୪ରେ ଅନୁଗୋଳ: ଶନିବାର ଅନୁଗୋଳ ଜିଲ୍ଲାରେ ୧୦୪ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍…
JSPL ରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା. ଅନୁଗୋଳ : ଆଜି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ପ୍ଳାଣ୍ଟ ପରିସରରେଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଅଛି l ଏଥି ପାଇଁ ପ୍ଳାଣ୍ଟ ପରିସରସ୍ଥ ପ୍ଲେଟ…
୨୩ ରେ ଜିଲା ଠିକାଦାର ସଂଘ ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଗୋଳ: ଅନୁଗୋଳ ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ରେ ଆସନ୍ତା ୨୩ତାରିଖ ରବିବାର ଦିନ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ସଂଘ ପକ୍ଷରୁ…