Homeଆଞ୍ଚଳିକଭୋଟ୍ ଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ। ଭୋଟ୍ ଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ। February 20, 2022February 20, 2022THE SWARA ଆଠମଲ୍ଲିକ :ଭୋଟ୍ ଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ ଆଜି ଅନୁଗୋଳ ଜିଲାର ଆଠମଲ୍ଲିକ ଓ ପାଲଲହାଡ଼ା ବ୍ଲକ ରେ ମତ ଦାନ ଚାଲିଥିବା ବେଳେ ରମେଶ ସାଏ ନିଜ ଗାଁ ପୋଡାପଦର ସ୍କୁଲ ରେ ୧୦ ନଂ ବୁଥ ଦେଇଛନ୍ତି ଭୋଟ୍। ବିଧାୟକ ରମେଶ ସାଏ ନିଜ ଗାଁ ପୋଡାପଦର ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ୧୦ନମ୍ବର ବୁଥରେ ଆଜି ମତଦାନ କରିଛନ୍ତି। ସେ ସପରିବାର ନିଜ ଘରୁ ଚାଲି ଚାଲି ଆସି ଭୋଟ ଦାନ କେନ୍ଦ୍ରରେ ପହଞ୍ଚି ଥିଲେ। ସେଠାରେ ସାଧାରଣ ଭୋଟରଙ୍କ ପରି ଲାଇନରେ ଦୀର୍ଘ ସମୟ ଠିଆ ହୋଇଥିଲେ। ନିଜ ସମୟ ଆସିବା ପରେ ଭୋଟ ଦେଇଥିଲେ।କିଭଳି ଅଧିକରୁ ଅଧିକ ମତଦାତା ନିଜ ନିଜର ମତାଧିକାର ସାବ୍ୟସ୍ତ କରିବେ ସେନେଇ ମଧ୍ୟ ଲୋକଙ୍କୁ ନିବେଦନ କରିଥିଲେ । Advertisement
ମାସେ ଥିଲା ଚାକିରି: ଘଷା ମୋଡା ଖାଇ ଶିକ୍ଷକ ନିଲମ୍ବିତ ଅନୁଗୋଳ: ଛାତ୍ର ଛାତ୍ରୀଙ୍କ ଠାରୁ ଘଷାମୋଡ଼ା ଖାଇ ଶିକ୍ଷକ ନିଲମ୍ବିତ । ଏହାସହ ପ୍ରଧାନ ଶିକ୍ଷକ ଓ ଅନ୍ୟ ସହକାରୀ ଶିକ୍ଷକଙ୍କ ଦରମା ବନ୍ଦ । ଏଭଳି…
JSP ଫାଉଣ୍ଡେସନ ପକ୍ଷରୁ VHND/ମମତା ଦିବସ ପାଳନ କେନ୍ଦ୍ରକୁ ସହଯୋଗ ଅନୁଗୋଳ :ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପି ଫାଉଣ୍ଡେସନ ପକ୍ଷରୁ ଫଲ୍ଡେବୁଲ କାଉଚ ସହ ବିଭାଜନ…
ରାସ୍ତା ଉପରେ ୧୦ ଫୁଟ୍ର ପାଣି : ୫ ଦିନ ହେବ ସାତକୋଶିଆର ଟିକରପଡା ବାହ୍ୟଜଗତରୁ ବିଚ୍ଛିନ୍ନ ଅନୁଗୋଳ : କାୟା ମେଲାଇଛି ମହାନଦୀ । ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଓ ଟିକରପଡାରେ ବିପଦ ସଂକେତ ଉପରେ ରହିଛି ଜଳସ୍ତର । ୫ ଦିନ ହେବ…