ଓଡିଶା ତାଜା ଖବର

ସରିଲା ରଥ ନିର୍ମାଣ । ସିଂହଦ୍ଵାର ବିଜେ ପାଇଁ ଶ୍ରୀମନ୍ଦିରରୁ ତିନି ରଥକୁ ବିଜେ ହେଲା ଆଜ୍ଞାମାଳ । ସେପଟେ କରୋନା ପାଇଁ ବିଶୋଧନ ହେଲା ମନ୍ଦିର ।

ଶ୍ରୀମନ୍ଦିରରୁ ତିନି ରଥକୁ ବିଜେ ହେଲା ଆଜ୍ଞାମାଳ । ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଆଜି ପରମ୍ପରା ଅନୁସାରେ ସକାଳ ଧୂପ ନୀତି ପରେ ମହାପ୍ରଭୁଙ୍କ…

ଓଡିଶା ତାଜା ଖବର

ରାୟଗଡା ପୁଲିସକୁ ବଡ ସଫଳତା; କୋଟିଏ ଟଙ୍କାର ଗଞ୍ଜେଇ ସହ ୩ ଗିରଫ ।

ରାୟଗଡ଼ା: ମୁନିଗୁଡ଼ା ପରେ ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ଚନ୍ଦ୍ରପୁର ପୁଲିସକୁ ବଡ଼ ଧରଣର ସଫଳତା ମିଳିଛି। ବିଷମକଟକ ଏସଡିପିଓଙ୍କ ନେତୃତ୍ବରେ ପୁଲିସ୍ ଟିମ୍ ଥାନା ଇଲାକାର…

ଓଡିଶା ତାଜା ଖବର

ଶ୍ରୀମନ୍ଦିରରେ ଦେବଦାସୀ ପରମ୍ପରା ଶେଷ । ପୂର୍ବତ୍ତନ ଦେବଦାସୀ ପରଶମଣିଙ୍କ ପରଲୋକ

ଶ୍ରୀମନ୍ଦିର ଦେବଦାସୀ ପରମ୍ପରାର ଶେଷ ସନ୍ତକ ପୂର୍ବତନ ଦେବଦାସୀ ପରଶମଣି ଶୁକ୍ରବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ୯୪ ବର୍ଷ ହୋଇଥିଲା।…

ଓଡିଶା ତାଜା ଖବର ଦେଶ ବିଦେଶ

ମହାପ୍ରଭୁଙ୍କ ନବଯୌବନ ବେଶ: ଦର୍ଶନରୁ ବଂଚିତ ହେଲେ ଶ୍ରଦ୍ଧାଳୁ

ପୁରୀ: ଅଣସର ଘର ଗୁପ୍ତ ସେବା ପାଇଁ ସୁସ୍ଥ ହୋଇଛନ୍ତି ଶ୍ରୀଜୀଉ । ଶ୍ରୀମନ୍ଦିରରୁ ଫିଟିଲା ଅଣସର ତାଟି । ଆରମ୍ଭ ହେଲା ଶ୍ରୀବିଗ୍ରହଙ୍କ ନବଯୌବନ ଦର୍ଶନ…

ତାଜା ଖବର ଦେଶ ବିଦେଶ

୧୫ଜଣ କ୍ୟାବିନେଟ ମନ୍ତ୍ରୀ ଓ ୨୮ ଜଣ ରାଷ୍ଟ୍ରମନ୍ତ୍ରୀ ନେଲେ ଶପଥ, ଆଜି ରାତିରେ ମିଳିବ ଦାୟିତ୍ୱ।

ନୂଆଦିଲ୍ଲୀ: ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ମୋଟ ୧୫ ଜଣ ନେତା କେନ୍ଦ୍ର କ୍ୟାବିନେଟର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହା ସହ…

ଓଡିଶା ତାଜା ଖବର

୨୬ ତମ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି ବୈଠକରେ ନିଷ୍ପତି, JSPL ହେବ ବିଶ୍ବର ବୃହତ୍ତମ ଇସ୍ପାତ କାରଖାନା।

୧.୪୬ ଲକ୍ଷ କୋଟି ମୂଲ୍ୟର ୫ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମଂଜୁରୀ । ଭୁବନେଶ୍ବର :  ଓଡ଼ିଶା ସରକାର ଆଜି ୧.୪୬ ଲକ୍ଷ କୋଟି ଟଙ୍କା…

ଓଡିଶା ତାଜା ଖବର ଦେଶ ବିଦେଶ

ମୋଦିଙ୍କୁ ଚିଠି ଲେଖିଲେ ନବୀନ ……

ଭୁବନେଶ୍ୱର: ଆବାସ ଯୋଜନା ହିତାଧିକାରୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା…

ଓଡିଶା ତାଜା ଖବର

କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ରେ ଲାଗୁନି ବ୍ରେକ,୨୪ ଘଣ୍ଟା ରାଜ୍ୟରେ ସର୍ବାଧିକ ୫୨ଜଣଙ୍କ ଜୀବନ ନେଇଛି ମହାମାରୀ ।

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ୫୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଓଡିଶା ତାଜା ଖବର

ଘୋଷଯାତ୍ରା ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ପୁଲିସ ଡିଜି ଅଭୟ ।

ପୁରୀ: ପୁରୀଗସ୍ତରେ ଯାଇ ପୁଲିସ ଡିଜି ଅଭୟ ହେବାକୁ ଥିବା ଚଳିତ ବର୍ଷ ରଥଯାତ୍ରାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଶୃଙ୍ଖଳିତ ରଥଯାତ୍ରା…

ତାଜା ଖବର ମନୋରଞ୍ଜନ

ସାମ୍ନାକୁ ଆସିଲେ ଅମିର-କିରଣ: ହାତ ଧରାଧରି ହୋଇ କହିଲେ,‘ଆମେ ଗୋଟିଏ ପରିବାର’

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ଏବଂ ସ୍ତ୍ରୀ କିରଣ ରାଓ ଛାଡପତ୍ର ଘୋଷଣା କରିଛନ୍ତି। ଉଭୟ ପାରସ୍ପରିକ ସହମତି ଦ୍ୱାରା ଅଲଗା ହୋଇଛନ୍ତି। ଛାଡପତ୍ର ଘୋଷଣା…

ଓଡିଶା ତାଜା ଖବର

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବର୍ଷା ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି ।

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଳାର କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି…

ଓଡିଶା ତାଜା ଖବର

ଅଫଲାଇନ ମାଟ୍ରିକ୍ ପରୀକ୍ଷା: ୭୦% ସିଲାବସ୍‌ରୁ ହେବ ପରୀକ୍ଷା, ୧୫ ଦିନ ମଧ୍ୟରେ ପ୍ରକାଶ ପାଇବ ରେଜଲ୍ଟ ।

ଭୁବନେଶ୍ୱର : ମାଟ୍ରିକ ଅଫଲାଇନ ପରୀକ୍ଷା ନେଇ ଆଜି ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଅଫଲାଇନରେ ହେବ ମାଟ୍ରିକ୍ ପରୀକ୍ଷା । ୭୦% ସିଲାବସ୍‌ରୁ ହେବ…