Homeଆଞ୍ଚଳିକବରିଷ୍ଠ ସାମ୍ବାଦିକ ସନ୍ତୋଷ ତ୍ରିପାଠୀଙ୍କ ପରଲୋକ ବରିଷ୍ଠ ସାମ୍ବାଦିକ ସନ୍ତୋଷ ତ୍ରିପାଠୀଙ୍କ ପରଲୋକ October 10, 2022October 10, 2022THE SWARA ଅନୁଗୋଳ: ବରିଷ୍ଠ ସାମ୍ବାଦିକ ସନ୍ତୋଷ ତ୍ରିପାଠୀଙ୍କ ପରଲୋକ । ରବିବାର ଦିନ ଅନୁଗୋଳ ସହର ଅମଲାପଡ଼ା ସ୍ଥିତ ବାସଭବନରେ ସ୍ଵର୍ଗତ ତ୍ରିପାଠୀଙ୍କ ପରଲୋକ ଘଟିଛି । କିଛିଦନ ହେବ ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ସହିତ ଗତି କରୁଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ସ୍ଵର୍ଗତ ତ୍ରିପାଠୀ ପୂର୍ବରୁ ସମାଜରେ ଦୀର୍ଘ ବର୍ଷ ଧରି ସାମ୍ବାଦିକତା କରିଥିଲେ । ସନ୍ତୋଷ ତ୍ରିପାଠୀ ଜଣେ ଦକ୍ଷ ସାମ୍ବାଦିକ ଭାବେ ସହରରେ ବେଶ ଜଣାଶୁଣା । ରଲୋକ ଖବର ପାଇ ଅନୁଗୁଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ । ପୁରୀ ସ୍ୱର୍ଗଦ୍ବାରରେ ତାଙ୍କ ଶେଷକୃତ ସମ୍ପର୍ଣ୍ଣ କରାଯାଇଛି ।
୬୫ ତମ ଆନ୍ତର୍ଜାତୀୟ ବଧିର ନାଗରିକ ସପ୍ତାହ ପାଳିତ: ଭିନ୍ନକ୍ଷମ ମାନେ ଦୟା ନୁହେଁ, ସମାନ ଅଧିକାର ପାଇଁ ଯୋଗ୍ୟ ଅନୁଗୋଳ: ୬୫ ତମ ଆନ୍ତର୍ଜାତୀୟ ବଧିର ନାଗରିକ ସପ୍ତାହ ସ୍ଥାନୀୟ ପୌରପାଳିକା ଟାଉନ ହଲଠାରେ ପାଳିତ ହୋଇଯାଇଛି । ଅନୁଗୋଳ ଜିଲ୍ଲା ବଧିର ସଂଘର ପକ୍ଷରୁ ଏକ…
ଟିଟିପିଏସ ବନ୍ଦ ପ୍ରତିବାଦରେ ବିଜେଡ଼ିର ଜିଲ୍ଲା ବନ୍ଦ । ଅନୁଗୋଳ: ଟିଟିପିଏସ ପ୍ଲାଣ୍ଟ ବନ୍ଦ ହେଇଯିବା ପରେ ଗତ ମାର୍ଚ୍ଚ ୩୧ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଜିଲା ବ୍ୟାପି ଉତେଜନା ଲାଗି ରହିଛି। ବିଭିନ୍ନ ଶ୍ରମିକ ସଂଗଠନ…
ଓଡିଶା ବନାଞ୍ଚଳ ଉନୟନ ପ୍ରକଳ୍ପ “ସମୀକ୍ଷା” ୨୦୨୨-୨୩ ଅନୁଗୋଳ : ଓଡିଶା ବନାଞ୍ଚଳ ଉର୍ନୟନ ପ୍ରକଳ୍ପ ଆଠମଲ୍ଲିକ ବନଖଣ୍ଡ ତରଫରୁ ବାର୍ଷିକ ସମୀକ୍ଷା ସ୍ଥାନୀୟ ରେଞ୍ଜର ଟ୍ରେନିଂ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହେଇଯାଇଛି,ଏହି କାର୍ଯ୍ୟକ୍ରମ କୁ…