Homeଆଞ୍ଚଳିକବରିଷ୍ଠ ସାମ୍ବାଦିକ ସନ୍ତୋଷ ତ୍ରିପାଠୀଙ୍କ ପରଲୋକ ବରିଷ୍ଠ ସାମ୍ବାଦିକ ସନ୍ତୋଷ ତ୍ରିପାଠୀଙ୍କ ପରଲୋକ October 10, 2022October 10, 2022THE SWARA ଅନୁଗୋଳ: ବରିଷ୍ଠ ସାମ୍ବାଦିକ ସନ୍ତୋଷ ତ୍ରିପାଠୀଙ୍କ ପରଲୋକ । ରବିବାର ଦିନ ଅନୁଗୋଳ ସହର ଅମଲାପଡ଼ା ସ୍ଥିତ ବାସଭବନରେ ସ୍ଵର୍ଗତ ତ୍ରିପାଠୀଙ୍କ ପରଲୋକ ଘଟିଛି । କିଛିଦନ ହେବ ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ସହିତ ଗତି କରୁଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ସ୍ଵର୍ଗତ ତ୍ରିପାଠୀ ପୂର୍ବରୁ ସମାଜରେ ଦୀର୍ଘ ବର୍ଷ ଧରି ସାମ୍ବାଦିକତା କରିଥିଲେ । ସନ୍ତୋଷ ତ୍ରିପାଠୀ ଜଣେ ଦକ୍ଷ ସାମ୍ବାଦିକ ଭାବେ ସହରରେ ବେଶ ଜଣାଶୁଣା । ରଲୋକ ଖବର ପାଇ ଅନୁଗୁଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ । ପୁରୀ ସ୍ୱର୍ଗଦ୍ବାରରେ ତାଙ୍କ ଶେଷକୃତ ସମ୍ପର୍ଣ୍ଣ କରାଯାଇଛି । Advertisement
JSPL ଫାଉଣ୍ଡେସନ ପକ୍ଷରୁ ବରିଷ୍ଠ ନାଗରିକଙ୍କ ନିମନ୍ତେ “ସ୍ଵସ୍ତି ଏକ୍ସପ୍ରେସ”ଏବଂ ଶିଶୁଙ୍କ ପାଇଁ ସ୍କୁଲ ବସ ଲୋକାର୍ପିତ. ଅନୁଗୋଳ: ଅନୁଗୋଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (JSPL)ର ସାମାଜିକ ଦାୟିତ୍ଵବୋଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସପିଏଲଫାଉଣ୍ଡେସନ ପକ୍ଷରୁସ୍ଵସ୍ତି…
ନିଆଁ ଲାଗି ଜାଲିଗଲା କୋଇଲା ଖଣିର ରିଜିଓନାଲ ଷ୍ଟୋର । ତାଳଚେର : ଭରତପୁର କୋଇଲା ଖଣି ର ରିଜୋନାଲ ଷ୍ଟୋର ରେ ଅଗ୍ନିକାଣ୍ଡ ।ନିଆଁ ଲାଗି ଜଳିଗଲା ଲକ୍ଷ ଲକ୍ଷ ଟଙ୍କା ର ସମ୍ପତ୍ତି। ଷ୍ଟୋର ରେ…
ଅନୁଗୋଳ ଜିଲ୍ଲାରୁ ୧୩୯ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ୪୫୫୩୩ରେ ପହଞ୍ଚିଲା – ସୁସ୍ଥ ହେଲେ ୨୨ଜଣ Advertisement ଅନୁଗୋଳ: ସୋମବାର ଅନୁଗୋଳ ଜିଲ୍ଲାରେ ୧୩୯ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି…