Homeଓଡିଶାରାଜ୍ୟରେ ତିନି ମାସର ବସ ଟିକସ ଛାଡ କଲେ ରାଜ୍ୟ ସରକାର । ରାଜ୍ୟରେ ତିନି ମାସର ବସ ଟିକସ ଛାଡ କଲେ ରାଜ୍ୟ ସରକାର । July 15, 2021July 15, 2021THE SWARA ଭୁବନେଶ୍ୱର: ବସ ମାଲିକଙ୍କ ପାଇଁ ଖୁସିଖବର । ରାଜ୍ୟର ସମସ୍ତ ବସ ଉପରୁ ତିନି ମାସର ଟିକସ ଛାଡ କଲେ ସରକାର । କରୋନା ସମୟରେ ଗାଡ଼ି ଚଳାଚଳ ବନ୍ଦ ରହିଥିବାବେଳେ ମାଲିକମାନେ ଟିକସ ଦେବାରେ ଅସମର୍ଥ ନେଇ ସରକାରଙ୍କ ନିକଟରେ ଦାବି ରଖିଥିଲେ । ମହାମାରୀ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ବସ୍ ଉପରୁ ଛାଡ଼ ହୋଇଛି ୩ମାସର ପରିବହନ ଟିକସ। କରୋନା ଦ୍ବିତୀୟ ଲହରରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ପାଇଁ ବସ୍ ଚଳାଚଳରେ ସମସ୍ୟା ହେଉଥିଲା। ଫଳରେ କ୍ଷତି ସହିଥିଲେ ବସ ମାଲିକ । ତେଣୁ ଏପ୍ରିଲ, ମେ ଓ ଜୁନ ମାସ ଟିକସ ଛାଡ଼ କରିଛନ୍ତି ରାଜ୍ୟ ସରକାର । ବସ ମାଲିକ ସଂଘ ଏନେଇ ସରକାରଙ୍କୁ ନିବେଦନ କରିଥିଲେ । ଏହା ପରେ ଆଜି ପରିବହନ ଟିକସ ଛାଡ କରିଛନ୍ତି । ସମସ୍ତ ଶିକ୍ଷାନୁଷ୍ଠାନର ବସ ଉପରୁ ଟିକସ ଛାଡ଼ କରାଯାଇଛି । Advertisement
ଜେଏସପିଏଲ ପରିସରରେ ୫୦ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ। ଅନୁଗୋଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପୋୱୋର ଲିମିଗେଡ଼ ପରିସରଗର ୫୦ତମ ଜୋତୀୟ ସୁରକ୍ଷୋ ସପ୍ତୋହ ତ କୋଲି ଉଦଯୋପିତ ଗହୋଇଅଛି Iଏହି ସୁରକ୍ଷୋ ସପ୍ତୋହର ଗେଷ…
କୃଷକ ସଶକ୍ତିକରଣ ପାଇଁ ସହାୟତା ର ହାତ ବଢାଇଲା JSP ଫାଉଣ୍ଡେସନ ।ପିପିପି ମୋଡରେ ସ୍ଥାପନ ହେବ କୃଷି ସେବା କେନ୍ଦ୍ର। ଅନୁଗୋଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଦାୟିତ୍ୱବୋଧ ଶାଖାଭାବେ କାର୍ଯ୍ୟ କରୁଥିବା ଜେଏସପି ଫାଉଣ୍ଡେସନ,କୃଷି ବିଭାଗ ଓ ରାଜ୍ୟ କୃଷକ ସଶକ୍ତିକରଣ ସଂଗଠନ ଦ୍ଵାରା…
ନିଆରା ଢଙ୍ଗରେ ନୂଆ ବର୍ଷ ପାଳିଲେ ସାରିଥି ପରିବାର ଅନୁଗୋଳ : ଅନୁଗୋଳ ସାରଥୀ ପରିବାର ପକ୍ଷରୁ ଆଜି ଏକ ଭିନ୍ନ ଢଙ୍ଗରେ ଇଂରାଜୀ ନୂଆ ବର୍ଷ ପାଳନ କରାଯାଇଛି। ଶତାଧିକ ସାରଥୀ ପରିବାର ସଦସ୍ୟ ଅନୁଗୋଳ…