Homeଆଞ୍ଚଳିକବଜ୍ରପାତ ଘଟି ଜଣେ ମୃତ ଅନ୍ୟଜଣେ ଗୁରୁତର ବଜ୍ରପାତ ଘଟି ଜଣେ ମୃତ ଅନ୍ୟଜଣେ ଗୁରୁତର September 18, 2022September 18, 2022THE SWARA ଅନୁଗୋଳ: ଅନୁଗୋଳ ଜିଲ୍ଲା ରେ ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତ୍ତର ଆହତ ହୋଇଛନ୍ତି । ଘଟଣା ଘଟିଛି ଜିଲ୍ଲାର ବଲଙ୍ଗ ଗାଁରେ । ମୃତକ ଜଣଙ୍କ ହେଲେ ଗାଁ ର ପ୍ରଭାକର ଦେହୁରୀ ଓ ଗୁରୁତର ଜଣଙ୍କ ହେଲେ ଦେବରାଜ ଦେହୁରୀ । ସୂଚନାନୁସାରେ ପ୍ରଭାକର ଓ ଦେବରାଜ ଗାଈ ଚରାଇ ଅପରାହ୍ନରେ ଘରକୁ ଫେରୁଥିଲେ । ଦୁହେଁ ଗାଁ ପାଖରେ ପହଞ୍ଚିଥିବା ବେଳେ ବଜ୍ରପାତ ହୋଇଥିଲା । ଘଟଣା ସ୍ଥଳରେ ପ୍ରଭାକରଙ୍କ ମୃତ୍ୟୁ ହୋଇଥିବା ବେଳେ ଦେବରାଜ ଗୁରୁତର ହୋଇ ପଡି ରହିଥିଲେ । ଗାଁ ଲୋକେ ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ପ୍ରଭାକରଙ୍କୁ ମୃତ ଘୋଷଣା କରିଥିବା ବେଳେ ଦେବରାଜଙ୍କ ଅବସ୍ଥା ଏବେବି ସଙ୍କଟାପର୍ଣ୍ଣ ଅଛି । Advertisement
ସଞ୍ଜୀବ କୁମାର ମାଣ୍ଡୋଠିଆ ହେଲେ ପ୍ରଦେଶ କଂଗ୍ରେସ କମିଟି ଓବିସି ବିଭାଗର ରାଜ୍ୟ ସାଧାରଣ ସମ୍ପାଦକ। Advertisement ଅନୁଗୋଳ : ସଞ୍ଜୀବ କୁମାର ମାଣ୍ଡୋଠିଆ ପ୍ରଦେଶ କଂଗ୍ରେସ କମିଟି ଓବିସି ବିଭାଗର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। କ୍ୟାପଟେନ ଅଜୟ ସିଂହ…
ଲୋକଙ୍କ ଯାତାୟତକୁ ସୁଗମ କରିବା ସହ ଆର୍ଥିକ ପ୍ରଗତିକୁ ନୂଆ ଗତି ଦେବ – ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ସାତକୋଶିଆରେ ରାସ୍ତା ଓ ସେତୁ ନିର୍ମାଣ ପାଇଁ ୬ଟି ପ୍ରକଳ୍ପର ଭୂମିପୂଜନ Advertisement ଭୁବନେଶ୍ୱର: ଅନୁଗୋଳ ଜିଲ୍ଲା ସାତକୋଶିଆ ଅଞ୍ଚଳରେ ଭିତ୍ତିଭୂମିର ବିକାଶ ଓ ଜନସାଧାରଣଙ୍କ…
ବାହୁଡ଼ା ଯାତ୍ରା ପାଇଁ ଭକ୍ତିମୟ ପରିବେଶରେ ଡୁବିଲା ଜିନ୍ଦଲ ନଗର। ଅନୁଗୋଳ: ଦେବଭୂମି ରେ ବାହୁଡ଼ା ଯାତ୍ରା ଆଧ୍ୟାତ୍ମିକ ଏବଂ ଭକ୍ତିପୂର୍ଣ୍ଣ ପରିବେଶରେ ହଜାର ହଜାର ଶ୍ରଦ୍ଧାଳୁ ସମାବେଶରେ ସମ୍ପନ୍ନ ହୋଇଛି। ଏ ଅବସରରେ ଶ୍ରୀ ଜିଉ ମାନେ ଗୁଣ୍ଡିଚା…