Homeଆଞ୍ଚଳିକବଜ୍ରପାତ ଘଟି ଜଣେ ମୃତ ଅନ୍ୟଜଣେ ଗୁରୁତର ବଜ୍ରପାତ ଘଟି ଜଣେ ମୃତ ଅନ୍ୟଜଣେ ଗୁରୁତର September 18, 2022September 18, 2022THE SWARA ଅନୁଗୋଳ: ଅନୁଗୋଳ ଜିଲ୍ଲା ରେ ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତ୍ତର ଆହତ ହୋଇଛନ୍ତି । ଘଟଣା ଘଟିଛି ଜିଲ୍ଲାର ବଲଙ୍ଗ ଗାଁରେ । ମୃତକ ଜଣଙ୍କ ହେଲେ ଗାଁ ର ପ୍ରଭାକର ଦେହୁରୀ ଓ ଗୁରୁତର ଜଣଙ୍କ ହେଲେ ଦେବରାଜ ଦେହୁରୀ । ସୂଚନାନୁସାରେ ପ୍ରଭାକର ଓ ଦେବରାଜ ଗାଈ ଚରାଇ ଅପରାହ୍ନରେ ଘରକୁ ଫେରୁଥିଲେ । ଦୁହେଁ ଗାଁ ପାଖରେ ପହଞ୍ଚିଥିବା ବେଳେ ବଜ୍ରପାତ ହୋଇଥିଲା । ଘଟଣା ସ୍ଥଳରେ ପ୍ରଭାକରଙ୍କ ମୃତ୍ୟୁ ହୋଇଥିବା ବେଳେ ଦେବରାଜ ଗୁରୁତର ହୋଇ ପଡି ରହିଥିଲେ । ଗାଁ ଲୋକେ ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ପ୍ରଭାକରଙ୍କୁ ମୃତ ଘୋଷଣା କରିଥିବା ବେଳେ ଦେବରାଜଙ୍କ ଅବସ୍ଥା ଏବେବି ସଙ୍କଟାପର୍ଣ୍ଣ ଅଛି । Advertisement
ଜିନ୍ଦଲଷ୍ଟିଲଆଣ୍ଡପାୱାରରଶ୍ରମିକ ବିହାରରେ ନବ ବର୍ଷ ପାଳିତ ଅନୁଗୋଳ : ହଜାର ହଜାର ସଂଖ୍ୟାରେ ଶ୍ରମଜୀବୀ ଏବଂ କର୍ମଚାରୀ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ଅନୁଗୋଳ ଠାରେ ଅବସ୍ଥିତ ଥିବା ଶ୍ରମିକ ବିହାରରେ ନବ…
ସଙ୍ଗୀତରେ ଅକ୍ଷୟଙ୍କୁ ଶ୍ରଦ୍ଧାଞ୍ଜଳି ଅନୁଗୋଳ: ଓଡ଼ିଶାର ଜନମାନସରେ ଏକ ପ୍ରଭାବଶାଳୀ ପ୍ରତିଭା ଭାବେ ରହିଆସିଛନ୍ତି ଓଡ଼ିଆ ଗୀତ, ସଙ୍ଗୀତର ଅପ୍ରତିଦ୍ବନ୍ଦ୍ବୀ ଚେହେରା ସ୍ବର୍ଗତଃ ଅକ୍ଷୟ ମହାନ୍ତି। କେବଳ ଗୀତ ଓ ସଙ୍ଗୀତ…
JSP ଫାଉଣ୍ଡେସନ ପକ୍ଷରୁ VHND/ମମତା ଦିବସ ପାଳନ କେନ୍ଦ୍ରକୁ ସହଯୋଗ ଅନୁଗୋଳ :ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପି ଫାଉଣ୍ଡେସନ ପକ୍ଷରୁ ଫଲ୍ଡେବୁଲ କାଉଚ ସହ ବିଭାଜନ…