ଭୁବନେଶ୍ବର: ରାଜ୍ଯରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଅନେକା ଅଞ୍ଚଳରେ ଜଳ କଷ୍ଟର ଚିତ୍ର ଦେଖିବାକୁ ମିଳୁଛି। ଏଥିପାଇଁ ପାନୀୟ ଜଳ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ କାର୍ଯ୍ୟରତ କର୍ମଚାରୀଙ୍କ ଛୁଟିକୁ ବାତିଲ କରି ଦିଆଯାଇଛି । ଖରା ଦିନ ପାଇଁ ଛୁଟି ବାତିଲ କରିଛି ପଂଚାୟତ ରାଜ ବିଭାଗ। ଜଳ ସଙ୍କଟ ଦୂର ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ତୁରନ୍ତ ରାଜ୍ୟରେ ବନ୍ଦ ଥିବା ଓ ଖରାପ ନଳକୂପର ମରାମତି ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି .
Related Posts
ରାଜଧାନୀରେ ଆଉ ୪ ବ୍ଲାକ୍ ଫଙ୍ଗସ୍ ରୋଗୀ!
ଭୁବନେଶ୍ବର: ରାଜଧାନୀରେ ଆଉ ୪ ଜଣ ବ୍ଲାକ୍ ଫଙ୍ଗସ୍ରେ ଆକ୍ରାନ୍ତ ସନ୍ଦେହରେ ଚିକିତ୍ସିତ ହେଉଛନ୍ତି। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଦୁଇ ଜଣଙ୍କ ଚିକିତ୍ସା ଜାରି ରହିଥିବା…
ଅବସର ର୧୮ ଦିନ ପୂର୍ବରୁ ଫସିଗଲେ ସୁନ୍ଦରଗଡ଼ର ଅତିରିକ୍ତ ଜିଲାପାଳ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଭିଜିଲାନ୍ସ ରେଡ଼ । 
ରାଉରକେଲା : ଚାକିରିରୁ ଅବସର ନେବାର ୧୮ ଦିନ ପୂର୍ବରୁ ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ର ଆଜି ଭିଜିଲାନ୍ସ ହାବୁଡରେ ପଡିଯାଇଛନ୍ତି । ଆୟ ବହିର୍ଭୂତ…
୨୧ ଜିଲ୍ଲାକୁ ବଜ୍ରପାତ ଭୟ ହୋଇପାରେ କାଳବୈଶାଖୀ; ୟେଲୋ ଓ୍ଵାର୍ଣ୍ଣିଂ ଜାରି।
ଭୁବନେଶ୍ୱର: ରାଜ୍ୟର ଦକ୍ଷିଣ, ପଶ୍ଚିମ, ଉତ୍ତର, କେନ୍ଦ୍ରୀୟ ଓ ଆଭ୍ୟନ୍ତରୀଣର ପ୍ରାୟ ୨୧ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭବାନା…