ଓମ୍ ପ୍ରକାଶ ଓ ଆଦିତ୍ୟ ଙ୍କ ସ୍ମୃତିରେ ରକ୍ତ ଦାନ ଶିବିର

ଢେଙ୍କାନାଳ: ଚଳିତ ମାସ ତା ୦୨/୦୮/୨୦୨୬ ରିଖ ଦିନ ଜନପଦ କ୍ଲବ୍ ହିନ୍ଦୋଳ ପଡା ଆନୁକୂଲ୍ୟରେ ଓମ୍ ପ୍ରକାଶ ଓ ଆଦିତ୍ୟ ଙ୍କ ସ୍ମୃତିରେ ପଡା ଉ : ପ୍ରା: ବିଦ୍ୟାଳୟ ଠାରେ ଏକ ରକ୍ତ ଦାନ ଶିବିର ଆୟୋଜନ ହୋଇ ଯାଇ ଅଛି, ଉକ୍ତ ରକ୍ତ ଦାନ ଶିବିର କୁ ହିନ୍ଦୋଳ ଥାନା ଅଧିକାରିଣୀ ମମତା ସାମନ୍ତ ରଏ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ରକ୍ତ ଦାତା ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଉତ୍ସାହ କରିଥିଲେ। ଏହି ରକ୍ତ ଦାନ ଶିବିର ଟି ଉକ୍ତ ଗ୍ରାମର ଦୁଷ୍ୟନ୍ତ କୁମାର ନାଥଙ୍କ ତତ୍ତ୍ୱାବଧନରେ ଅନୁଷ୍ଠିତ ହୋଇଥିଲା ଓ ଶିବିରକୁ ସୁପରିଚାଳନା କରିଥିଲେ। ଦିଲେଶ୍ୱର୍ ସାହୁ, ଅଶୋକ ସାହୁ, ପ୍ରଶାନ୍ତ ସାମଲ, ଗ୍ରାମ ସଭାପତି ସୁଧାକର ବେହେରା, ବିପ୍ରବର ନାଥ, ସରପଞ୍ଚ ସୁଜିତ୍ ନାୟକ, କଣ୍ଡୁରୁ ବେହେରା, ସୁଧାକର ସାହୁ, ବିଭୂତି ସାହୁ, ପୁରୁଷୋତ୍ତମ ସାହୁ , ନିରଞ୍ଜନ ସାହୁ, ଅଭୟ ସାହୁ (ଅଭି) ଭରତ ବେହେରା, ମିଲୁ ସାହୁ, ନାଳୁ ସାହୁ, ନିରାକାର ପ୍ରଧାନ, ହିମାଂଶୁ ପଟ୍ଟନାୟଙ୍କ , ସାହଯ୍ୟ ଓ ସହଯୋଗ କରିଥିଲ, ଉକ୍ତ ରକ୍ତ ଦାନ ଶିବିରରୁ ୨୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଥିଲା।

Advertisement

Leave a Reply

Your email address will not be published. Required fields are marked *