ଫିଲ୍ମ ଓ ସିରିଏଲ୍ ସୁଟିଂ ଉପରେ ଲାଗିଲା କରୋନା କଟକଣା ।

ରାଜ୍ୟରେ ଏବେ ଫିଲ୍ମ କି ସିରିଏସ୍ ସୁଟିଂ ହୋଇ ପାରିବ ନାହିଁ । ସମସ୍ତ ପ୍ରକାର ଇନଡୋର୍ ଓ ଆଉଟ୍ ଡୋର ସୁଟିଂ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । କରୋନା ସଂକ୍ରମଣ ରୋକିବାକୁ ରାଜ୍ୟରେ ସୁଟିଂ ଉପରେ କଟକଣା ଲାଗାଯାଇଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଫିଲ୍ମ ଓ ସିରିଏଲ୍ ସୁଟିଂକୁ ଏବେ ବାରଣ କରିଛନ୍ତି ସରକାର ।

Leave a Reply

Your email address will not be published. Required fields are marked *