ରାଜ୍ୟରେ ଏବେ ଫିଲ୍ମ କି ସିରିଏସ୍ ସୁଟିଂ ହୋଇ ପାରିବ ନାହିଁ । ସମସ୍ତ ପ୍ରକାର ଇନଡୋର୍ ଓ ଆଉଟ୍ ଡୋର ସୁଟିଂ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । କରୋନା ସଂକ୍ରମଣ ରୋକିବାକୁ ରାଜ୍ୟରେ ସୁଟିଂ ଉପରେ କଟକଣା ଲାଗାଯାଇଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଫିଲ୍ମ ଓ ସିରିଏଲ୍ ସୁଟିଂକୁ ଏବେ ବାରଣ କରିଛନ୍ତି ସରକାର ।
Related Posts
ସାଧାରଣତନ୍ତ୍ର ଦିବସ: ଓଡ଼ିଶାର ୧୫ ଜଣଙ୍କୁ ସାହସିକତା, ୧୧ ଜଣଙ୍କୁ ସେବା ଓ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ
ନୂଆଦିଲ୍ଲୀ: ଜାତୀୟ ସାହସିକତା ଓ ସେବା ପୁରସ୍କାର ଘୋଷଣା। ୭୫ତମ ଗଣତନ୍ତ୍ର ଦିବସ ଅବସରରେ ୨୭୭ଟି ସାହସିକତା ପୁରସ୍କାର ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।…
୪ ବେପାରୀ ଙ୍କ ଠାରୁ ୩୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ବେପାରୀ ଗିରଫ 
ପୁରୀ: ପୁରୀରୁ ଆଜି ପୁଣି ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଥିବାର ଖବର ମିଳିଛି। ଏହି ମାମଲାରେ ୪ ଆନ୍ତଜିଲ୍ଲା ବେପାରୀଙ୍କୁ ବି ଗିରଫ କରାଯାଇଛି।ମିଳିଥିବା ସୂଚନା…
ଅନୁଗୋଳ ବାଳ ସୁଧାର ଗୃହରେ କରୋନା, ୩୧ ଅନ୍ତେବାସୀ ସଂକ୍ରମିତ ।
ଅନୁଗୋଳ: ପ୍ରୋଭେଶନ ହଷ୍ଟେଲ ରେ କରୋନା । ହଷ୍ଟେଲ ର ୩୧ ଅନ୍ତେବାସୀ ପଜେଟିଭ । ସୂଚନା ଦେଲେ ଅନୁଗୋଳ ପ୍ରୋଭେସନ ହଷ୍ଟେଲ ର ସୁପରିଟେଣ୍ଡ ଅମିର…