୧୩ ତମ ଟାଇକୋଣ୍ଡୋ କଲର୍ ବେଲଟ୍ ପରୀକ୍ଷା ସମାପନ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଟାଇକୋଣ୍ଡୋ ସଂଘ ଅନୁଗୋଳ  ସମ୍ପାଦକ (ପ୍ରତିଷ୍ଠାତା) ଦୁଷ୍ୟନ୍ତ କୁମାର ନାଥ ଙ୍କ ତତ୍ତ୍ଵାବଧାରେ ୧୩ ତମ ଟାଇକୋଣ୍ଡୋ କଲର ଵେଲଟ୍ ପ୍ରମୋସନ ପରୀକ୍ଷା ନାଲକୋ ସାରେ ଗା ମା ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି।

Advertisement

ଏହି ପରୀକ୍ଷା ଶିବିରରେ  ମୁଖ୍ୟ ଅତିଥି ଶ୍ରାବଣୀ ପଟ୍ଟନାୟକ, ସମ୍ମାନନୀୟ ଅତିଥି ବରିଷ୍ଠ ଆଇନଜିବୀ ପ୍ରଦୀପ କୁମାର ଦେବତା, ନିର୍ମଳ ଅଗ୍ରୱାଲ ଲଳିତ କୁମାର ମହାପାତ୍ର, ଉପସ୍ଥିତ ରହି କୃତି ଛାତ୍ର ଛାତ୍ରୀ ମାନଙ୍କୁ କଲର୍ ବେଲଟ୍ ପ୍ରଦାନ କରିଥିଲେ l ଏହି ପରୀକ୍ଷା ଶିବିରରେ ପରୀକ୍ଷାର୍ଥୀ ମାନଙ୍କର ପରୀକ୍ଷା, ଜାତୀୟ ଖେଳାଳି ଜସ୍ଲିନ ସାହୁ, ତପସ୍ଵିନୀ ପ୍ରଧାନ, ଚିତ୍ତ ରଞ୍ଜନ ମହନ୍ତ, ପରୀକ୍ଷା ନେଇଥିଲେ।

ଟାଇକୋଣ୍ଡ ବଢାଏ ସେଲ୍ଫକନଫିଡେନ୍ସ,ବାର୍ଷିକ ପରୀକ୍ଷାରେ କଲର ବେଲ୍ଟ ପାଇଲେ ୫୦ ପ୍ରତିଯୋଗୀ ।

Leave a Reply

Your email address will not be published. Required fields are marked *