ଅନୁଗୋଳ: ଅନୁଗୋଳ ସାରଥୀ ପରିବାର ତରଫରୁ ଦୁଃଖୀ, ରଙ୍କି ଓ ଦରିଦ୍ର ନାରାୟଣ ମାନଙ୍କୁ କମ୍ବଳ ଓ ଲୁଗା ବଣ୍ଟନ କରାଯାଇଥିଲା। ସକାଳୁ ସାରଥୀ ପରିବାରର ଶତାଧିକ ସଦସ୍ୟ ଆସି ଜଗନ୍ନାଥ ମନ୍ଦିର ପରିସରରେ ପହଞ୍ଚି ପ୍ରଥମେ ଜଗତ କଲ୍ୟାଣ ପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଦୀପ ପ୍ରଜ୍ବଳନ କରିଥିଲେ। ଏହାପରେ ସେଠାରେ ଥିବା ଶତାଧିକ ଦରିଦ୍ର ନାରାୟଣ ମାନଙ୍କୁ କମ୍ବଳ ଓ ଲୁଗା ବଣ୍ଟନ କରିଥିଲେ। ଏଭଳି ସେବା କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଚାଲୁ ରହିବ ବୋଲି ପରିବାର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଦେଖନ୍ତୁ ଭିଡିଓ