ଭୁବନେଶ୍ଵର: ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ବିଭିନ୍ନ ଜିଲାରେ ବି ସଂକ୍ରମଣ ବଢ଼ିବାରେ ଲାଗିଛି, ଯାହା ଫଳରେ ସୋମବାର ୧୪୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କୋଭିଡ ସ୍ଥିତି ବିଗୁଡୁଥିବାବେଳେ ଆସନ୍ତା ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସମୀକ୍ଷା କରିବେ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା।
Related Posts
ବଢୁଛି ଖରା, ରେଳ ଷ୍ଟେସନ୍ ରେ ଦହି ସର୍ବତ ବାଣ୍ଟିଲେ ଶିରିଡ଼ି ସାଇ ଆତ୍ମ ଦର୍ଶନ ଚାରି ଟେବୁଲ୍ ଟ୍ରଷ୍ଟ ।
ଅନୁଗୋଳ ଜିଲ୍ଲା ରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଅନୁଗୋଳ ଜିଲ୍ଲାର ଶିରିଡ଼ି ସାଇ ଆତ୍ମ ଦର୍ଶନ ଚାରି ଟେବୁଲ୍ ଟ୍ରଷ୍ଟ ସଭାପତି ବିଦ୍ୟାଧର ନାଏକ ଓ ଅନୁଗୋଳ…
ମହାସ୍ନାନ ପରେ ଅଣସରରେ ମହାପ୍ରଭୁ, ପୂଜା ପାଇଲେ ପଟିଦିଅଁ ।
ପୁରୀ :ସ୍ନାନମଣ୍ଡପରେ ମହାସ୍ନାନ ପରେ ଅଣସର ଘରେ ବିଜେ କରିଛନ୍ତି ମହାପ୍ରଭୁ। ଆଜିଠାରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ୧୫ ଦିନିଆ ଅଣସରର ଗୁପ୍ତନୀତି ଆରମ୍ଭ ହୋଇଛି। ଅଣସର ଘରେ…
ସଂକ୍ରମଣ ରୋକିବାକୁ ସମସ୍ତେ ଉଦ୍ୟମ କରିବା, ଆଉ ଲକ୍ଡାଉନ୍ ସ୍ଥିତିକୁ ଫେରିବାନି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭିଡିଓ କନଫରେନ୍ସିଂ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ବକ୍ତବ୍ୟ ରଖିଛନ୍ତି । ଆଉ ଲକଡାଉନ ସ୍ଥିତିକୁ ଫେରିବା ନାହିଁ…