ମେ’୫ରେ ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ
କୋଲକାତା: ୨୦୨୧ ବିଧାନସଭା ନିର୍ବାଚନରେ ବିପୁଳ ଭୋଟରେ ବିଜୟ ହାସଲ କରିବା ପରେ ଏବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ପ୍ରସ୍ତୁତ ହେଉଛନ୍ତି ତୃଣମୂଳ କଂଗ୍ରେସ(ଟିଏମସି)ର ସୁପ୍ରିମୋ…
aN oDIA nEWS pORTAL
କୋଲକାତା: ୨୦୨୧ ବିଧାନସଭା ନିର୍ବାଚନରେ ବିପୁଳ ଭୋଟରେ ବିଜୟ ହାସଲ କରିବା ପରେ ଏବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ପ୍ରସ୍ତୁତ ହେଉଛନ୍ତି ତୃଣମୂଳ କଂଗ୍ରେସ(ଟିଏମସି)ର ସୁପ୍ରିମୋ…
ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଦୁର୍ନୀତି ଅଭିଯୋଗରେ ଗିରଫ ନିଲମ୍ବିତ ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ପାଇଁ ବଢ଼ିଲା ଅଡୁଆ । ଦୁର୍ନୀତି ପ୍ରତି…
ଭୁବନେଶ୍ଵର : ଆଜିଠାରୁ ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଟିକାକରଣ ଆରମ୍ଭ ହୋଇଛି। ଗ୍ରାମାଞ୍ଚଳରେ ୪୫ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ଚାଲୁ ରହିଛି।…
ନୂଆଦିଲ୍ଲୀ: ଦୈନିକ ନୂତନ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବୃଦ୍ଧି କାରଣରୁ ୧୦,୦୦୦ ଅକ୍ସିଜେନ୍ ସୁବିଧା ଥିବା ଅଣ-ଆଇସିୟୁ ଏବଂ ୧୦୦୦ ଆଇସିୟୁ ଶଯ୍ୟାବିଶିଷ୍ଟ କେତେକ କୋଭିଡ୍-୧୯ ସ୍ବାସ୍ଥ୍ୟ…
ମନରେ ଭରି ମ୍ରୁତ୍ୟୁର ଘଣ୍ଟିଟାଝୁଲୁଛି ଯେମିତିସବୁରି ଦୁଆର ମୁହେଁକଞ୍ଚା କି ପାଚିଲାବାଛ ବିଚାର ତତା ପାଖରେ କିଛି ନୁହେଁ ସହର ବଜାରମଫସଲ ଗାଆଁସବୁଠି ଖବର ଏକପଡିଶା ଘରରପାଳି…
ରାଜ୍ୟରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଟିକାକରଣ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ମେ ପହିଲାରୁ ରାଜ୍ୟରେ ଆରମ୍ଭ ହେଉଥିବା ସାବାଳକ ଟିକାକରଣକୁ ମୁଖ୍ୟମନ୍ତ୍ରୀ ମାଗଣା…
ରାଜ୍ୟବାସୀଙ୍କ ପାଇଁ ବଡ ଖବର । ୧୮ ବର୍ଷରୁ ୪୫ ବର୍ଷର ଲୋକ ମାଗଣାରେ ନେବେ କୋଭିଡ୍ ଟିକା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି…
ନୂଆଦିଲ୍ଲୀ: ଦେଶରେ ଏବେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ। ଦୈନିକ ୩ ଲକ୍ଷରୁ ଅଧିକ ପଜିଟିଭ୍ ମାମଲା ସାମ୍ନାକୁ ଆସୁଛି। ଏହାକୁ ନଜରରେ…
ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଦିଲ୍ଲୀ ସରକାର ବଡ ଘୋଷଣା କରିଛନ୍ତି। ପଞ୍ଜିକୃତ ହୋଇଥିବା ସମସ୍ତ ନିର୍ମାଣ ଶ୍ରମିକଙ୍କୁ ୫ ହଜାର ଟଙ୍କାର ସହାୟତା ରାଶି ଘୋଷଣା…
ଭୁବନଶ୍ବର: ରାଜ୍ଯର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଆସନ୍ତାକାଲି ଅର୍ଥାତ ଶନିବାରରୁ ଆରମ୍ଭ ହେବାକୁ ଯାଉଛି। ଏହି ସଟଡାଉନ ସମୟରେ କାହାକୁ ମିଳିଛି ଅନୁମତି ଜାଣନ୍ତୁ…. ୧-ସପ୍ତାହନ୍ତ…
ସାରା ଦେଶରେ ଯେତେବେଳେ ମେଡ଼ିକାଲ ଅକ୍ସୀଜେନ ର ଅଭାବ ସୃଷ୍ଟି ହୋଇଛି ସେତେବେଳେ ଦେଶକୁ ଅକ୍ସୀଜେନ ଯୋଗାଇବା ପାଇଁ ଆଗେଇ ଆସିଛି ଓଡ଼ିଶା। ଆଉ ଏହି ଅକ୍ସୀଜେନ…