ଖବର ଏବେ ଏବେ

ଓଡିଶା ତାଜା ଖବର

ଉପର ମୁହାଁ କରୋନା : ୨୪ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହେଲେ ୩୧୪୪ ପଜିଟିଭ୍, ସୁନ୍ଦରଗଡ଼ରୁ ସର୍ବାଧିକ ୫୨୩

ଭୁବନେଶ୍ବର : ରାଜ୍ୟରେ ବେକାବୁ ହେଉଛି କରୋନା। ଧିରେ ଧିରେ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଲଗାତାର ଦ୍ୱିତୀୟ ଦିନ ପାଇଁ ରାଜ୍ୟରେ ୩ ହଜାରରୁ ଅଧିକ…

ଓଡିଶା ତାଜା ଖବର

୧୯ରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ବର: କରୋନା ପୁଣି ଚିନ୍ତା ବଢାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ ହେବାକୁ ଯାଉଛି। ଆସନ୍ତା ୧୯ ତାରିଖରୁ…

ଜୀବନଚର୍ଯ୍ୟା

ତୁଳସୀ ସ୍ଥାପନା ସମ୍ପର୍କରେ ଶୁଭ-ଅଶୁଭ

ସନାତନ ସଂସ୍କୃତିରେ ତୁଳସୀ ପୂଜନର ମହତ୍ତ୍ବ ଅନେକ। ପ୍ରତ୍ୟେକ ଘର ଅଗଣାରେ ତୁଳସୀ ଗଛ ରହିଛି। ପ୍ରତିଦିନ ସକାଳୁ ଓ ସନ୍ଧ୍ୟାରେ ତୁଳସୀ ପୂଜା କରିବାର ବିଧି…

ଓଡିଶା ତାଜା ଖବର ଦେଶ ବିଦେଶ

ଏଥର ସ୍ୱାଭାବିକ ହେବ ମୌସୁମୀ ବର୍ଷା ।

ନୂଆଦିଲ୍ଲୀ : ଚଳିତ ବର୍ଷ ବର୍ଷାଋତୁରେ ଦେଶରେ ସ୍ୱାଭାବିକ ବୃଷ୍ଟିପାତ ହେବ। ଏ ସମ୍ପର୍କରେ ବିଜ୍ଞାନ, କାରିଗରୀ ବିଦ୍ୟା ଓ ପୃଥ୍ୱୀବିଜ୍ଞାନ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି,…

ଓଡିଶା ତାଜା ଖବର

ଜାଗା ଦର୍ଶନରେ ଲାଗିଲା କଟକଣା , ୨୪ ରୁ ଶନି ଓ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର ।

ପୁରୀ : କରୋନା ପାଇଁ ଜଗା ଦର୍ଶନରେ ଲାଗିଛି କଟକଣା। ଏଣିକି ପ୍ରତି ଶନିବାର ଓ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର। କରୋନା ସଂକ୍ରମଣ ବଢୁଥିବାରୁ ଏହାକୁ…

ଓଡିଶା ତାଜା ଖବର

ରାଜ୍ୟରେ ପୁଣି ବଢ଼ିବ ତାତି ।

ଭୁବନେଶ୍ବର : ରାଜ୍ୟର ଅନେକ ସ୍ଥାନରେ ଗତକାଲି ବର୍ଷା ହୋଇଯାଇଛି। ବିଶେଷକରି ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଯୋଗୁଁ ପାଗ ଥଣ୍ଡା ରହିଛି। ଏଥିସହ…

ଓଡିଶା ତାଜା ଖବର

ସଂକ୍ରମଣ ଚିନ୍ତା : ୧୬ଏପ୍ରିଲରୁ ରାଜ୍ୟର ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ, ୧୦ ଜିଲ୍ଲାରେ ସପ୍ତାହନ୍ତ ସଟ୍ ଡାଉନ୍ ।

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର କେତେକ ଗୁରୁତ୍ବପୂର୍ଣ୍ଣ କଟକଣା ଲାଗୁ କରିଛନ୍ତି। ଛତିଶଗଡ଼ରେ ସଂକ୍ରମଣ ବ୍ୟାପକ ହୋଇଥିବାରୁ ଏହାର ସୀମାକୁ ଲାଗିଥିବା ରାଜ୍ୟର…

ତାଜା ଖବର ଦେଶ ବିଦେଶ

ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ, ଶୁକ୍ରବାର ରାତିରୁ ସୋମବାର ସକାଳ ଯାଏ ଲାଗୁ ହେବ କଟକଣା

ନୂଆଦିଲ୍ଲୀ: ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁବାର ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ‌। ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ସହ…

ଓଡିଶା ତାଜା ଖବର

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ମାଟ୍ରିକ୍ ଓ +୨ ପରୀକ୍ଷା ସ୍ଥଗିତ, ୧୯ରୁ ରାଜ୍ୟର ସବୁ ସ୍କୁଲ୍ ଓ ହଷ୍ଟେଲ୍ ବନ୍ଦ.

ଭୁବନେଶ୍ୱର : ରାଜ୍ୟରେ ସମସ୍ତ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ବର୍ତ୍ତମାନର କରୋନା ମହାମାରୀ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନଙ୍କର ସ୍ବାସ୍ଥ୍ୟ ନିରାପତ୍ତାକୁ…

ସାହିତ୍ଯ

|| କନ୍ୟାରତ୍ନ ||

କନ୍ୟା ରତ୍ନ ସୁନ୍ଦର ଫୁଲଟି ସୁବାସ ବିତରେଘର ଅଗଣାରେ ଫୁଟିକୋମଳ କଳିକା ପୃଥିବୀକୁ ଆସିସୁଗୁଣକୁ ଥାଏ ବାଣ୍ଟିମାତୃ ଗର୍ଭେ ଭୃଣ ଦଶ ମାସ ରହିଜନ୍ମ ହୁଅଇ ଦୁହିତାପରଘର…

ଓଡିଶା ତାଜା ଖବର

ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସହ ଶୋକ ପ୍ରକାଶ କଲେ ଅନେକ ବରିଷ୍ଠ ନେତା

ଭୁବନେଶ୍ବର : ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ । କହିଲେ, ଅଜିତ ମଙ୍ଗରାଜଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ । ଦୁଃଖଦ ସମୟରେ ଶୋକସନ୍ତପ…

ଓଡିଶା ତାଜା ଖବର

ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ, ଘୋଷଣା ହେବ ସାନି ଉପ ନିର୍ବାଚନ ପାଇଁ ତାରିଖ : ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର : ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ। ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ଏହି ନିଷ୍ପତ୍ତି ନିଆଯାଇଛି।  ପିପିଲିରେ ସାନି ଉପନିର୍ବାଚନ…