ପଶ୍ଚିମବଙ୍ଗର ଜଳପାଇଗୁଡ଼ିରେ ଧାରଣାଚ୍ୟୁତ ହେଲା ଗୌହାଟି ଅଭିମୁଖେ ଯାଉଥିବା ବିକାନେର୍ ଏକ୍ସ୍ପ୍ରେସ୍।
କୋଲ୍କାତା: ଗୌହାଟି ଅଭିମୁଖେ ଯାଉଥିବା ବିକାନେର୍ ଏକ୍ସପ୍ରେସ୍ର (୧୫୬୩୩) ପ୍ରାୟ ୧୨ଟି ବଗି ପଶ୍ଚିମବଙ୍ଗର ଜଳପାଇଗୁଡ଼ି ଜିଲ୍ଲାରେ ଧାରଣାଚ୍ୟୁତ ହୋଇଛି। ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି ଯେ, ଟ୍ରେନ୍…


