ପ୍ରକାଶ ପାଇଲା ପଞ୍ଚାୟତ ନିର୍ବାଚନ ପାଇଁ ଚୁଡାନ୍ତ ପାର୍ଥୀ ତାଲିକା ।ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହେଲେ ୩୬ ହଜାର ୯୭୬ ଜଣ ପ୍ରାର୍ଥୀ।
ଭୁବନେଶ୍ବର: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଛି ଚୂଡ଼ାନ୍ତ ତାଲିକା । ତେବେ ମତଦାନ ପୂର୍ବରୁ ୩୬ ହଜାର ୯୭୬ ଜଣ ୱାର୍ଡମେମ୍ବର, ସରପଞ୍ଚ,…


