ଭୁବନେଶ୍ୱର: ରାଜ୍ୟରେ ଗତ ପ୍ରାୟ ଏକ ସପ୍ତାହ ଧରି ତାତିର ପ୍ରଭାବ ଅପେକ୍ଷାକୃତ ଭାବେ କମ ରହବା ପରେ ଆଜି ପୁଣି ଲେଉଟିଛି ତାତି। ବିଶେଷ କରି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଆଜି ତାତିର ପ୍ରଭାବ ପୂର୍ବ ଭଳି ଅନୁଭୂତ ହୋଇଛି। ଆଜି ରାଜ୍ୟର ୧୨ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ୪୨.୧ ଡିଗ୍ରି ସହ ସୋନପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରର ତାପମାତ୍ରା ୩୯.୭ ଡିଗ୍ରି ରହିଥିବା ବେଳେ ଓ କଟକ ସହରର ତାପମାତ୍ରା ୩୭.୪ ଡିଗ୍ରି ସେଲସିୟସ ରହିଥିଲା
Related Posts
୭୬ ତମ ସ୍ୱାଧିନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ ।ସ୍ୱାଧୀନତା ଦିବସ ପାଇଁ ସାରା ଦେଶ ଉତ୍ସବ ମୁଖର। ଦିଲ୍ଲୀରୁ ପଲ୍ଲୀ ସବୁଠି ଆନନ୍ଦ ଉଲ୍ଲାସ।ଇଂରେଜଙ୍କ ଶାସନ…
ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ସୂଚନା ।୧୦ ଜିଲ୍ଲାରେ ଖୋଲିବ ୬୦୦ ସିଟ୍ ବିଶିଷ୍ଟ ନର୍ସିଂ କଲେଜ ଖୋଲିବ।
ଭୁବନେଶ୍ବର: ରାଜ୍ୟରେ ୬୦୦ ସିଟ୍ ବିଶିଷ୍ଟ ନର୍ସିଂ କଲେଜ ଖୋଲିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି। ସେ କହିଛନ୍ତି, ୧୦ଟି ଜିଲ୍ଲାରେ ଏହି କଲେଜ…
ବାଲେଶ୍ଵର ଗସ୍ତ ରେ ରାଜ୍ୟ ପ୍ରଶାସନର ମୁଖିଆ: ବିକାଶଧାରା କୁଆଗେଇ ନେବାକୁ ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା .
ବାଲେଶ୍ଵର :ବାଲେଶ୍ଵର ସଦର ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରଚାର ବେଳେ ବାଲେଶ୍ଵର ବିକାଶ ପାଇଁ ନିଜେ ଦାୟିତ୍ୱ ନେବେ ବୋଲି କହିଥିଲେ। ସେଥିପାଇଁ ଆଜି ସକାଳେ ରାଜ୍ୟ ସରକାରଙ୍କ…