ଭୁବନେଶ୍ୱର : ପିପିଲି ଉପନିର୍ବାଚନ ସ୍ଥଗିତ । ସାରା ରାଜ୍ୟରେ କୋଭିଡ ଲକ୍ଡାଉନ୍ କାରଣରୁ ସ୍ଥଗିତ ରହିଲା ପିପିଲି ଉପିନର୍ବାଚନ। ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢୁଥିବାରୁ ପିପିଲିରେ ଉପନିର୍ବାଚନ ହେବା ନହେବା ନେଇ ଦାୟର ହୋଇଥିଲା ଅଭିଯୋଗ । ଏନେଇ ଆଜି ଶୁଣାଣି କରିଥିଲେ ହାଇକୋର୍ଟ । ଶେଷରେ ରାଜ୍ୟ ନିର୍ବାଚନ କମିସନରଙ୍କ ସହ କଥା ହୋଇ ପିପିଲିରେ ହେବାକୁ ଥିବା ଉପନିର୍ବାଚନକୁ ସ୍ଥଗିତ ରଖିଥିବା ନେଇ ନିଷ୍ପତି ନେଇଛନ୍ତି
Related Posts
୫ଦିନ କାଳବୈଶାଖୀ ସମ୍ଭାବନା;ସତର୍କ କଲା ଆଞ୍ଚଳିକ ପାଣିପାଗ ବିଭାଗ ।
ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହି ସମୟରେ ୪୦ରୁ ୫୦କିମି ବେଗରେ ପବନ ବି…
ବିଶ୍ବାସ ନା ଭୟ ! ୨୦୦ ବର୍ଷ ପରେ ଗାଁ ରେ ହେଲା ଛାତଘର।
ଛାତ ଘର କାଳେ ଗାଁ କୁ ବିପଦ । ଗାଁରେ ଅନିଷ୍ଟ ହେବ। ଗାଁ ଠାକୁରାଣୀ କୋପ କରିବେ । ଏମିତି ବିଶ୍ଵାସ ଭିତରେ ସହ ସହ…
ବାଲ୍ୟବିବାହ ବିରୋଧି ଅଭିଯାନ,ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ।
ଅନୁଗୋଳ : ଆଜି ଅନୁଗୋଳ ଜିଲ୍ଳାରେ ବିଶ୍ୱ ଯୁବ କେନ୍ଦ୍ର ଦ୍ଵାରା ପରିଚାଳିତ ଓ କୈଳାସ ସତ୍ୟାର୍ଥୀ ଚିଲଡ୍ରେନ୍ସ ଫାଉଣ୍ଡେସନ ସହାୟତାରେ ପରିଚାଳିତ “ଆକ୍ସେସ ଟୁ ଜଷ୍ଟିସ”…