ବଲାଙ୍ଗୀର : ଚୋରି କରି ପୋଲିସ ନିଲମ୍ବିତ। ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଏଏସଆଇ ସୁମନ ମଲ୍ଲିକ ଛେଳି ଚୋରି କରି କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ଏଏସଆଇଙ୍କ ବିରୋଧରେ ବଲାଙ୍ଗୀର ଏସପି ଏହି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।ସୂଚନାନୁଯାୟୀ, ଶୁକ୍ରବାର ସିନ୍ଧେକେଲା ଥାନା ଏଏସଆଇ ସୁମନ ମଲ୍ଲିକ ଛେଳି ଚୋରି କରି ଭୋଜି କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ଅଭିଯୋଗ କାରୀ ଏବଂ ଗାଁଲୋକେ ଥାନା ଘେରାଉ କରିଥିଲେ । ଗତକାଲି ରାତିରେ ସିନ୍ଧେକେଲା ଥାନାରେ ଉତ୍ତେଜନା ଲାଗି ରହିଥିଲା। ଏହାପରେ ବଲାଙ୍ଗୀର ଏସପି ସମ୍ପୃକ୍ତ ଏଏସଆଇଙ୍କୁ ନିଲମ୍ବିତ କରିଛନ୍ତି।
Related Posts
ଜାଣନ୍ତୁ ସାଧାରଣତନ୍ତ୍ର ଦିବସରେ କେଉଁ ମନ୍ତ୍ରୀ କେଉଁଠି କରିବେ ପତାକା ଉତ୍ତୋଳନ .
ଭୁବନେଶ୍ୱର: ରାଜ୍ୟରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଚାଲିଛି। କରୋନା ସଂକ୍ରମଣ ମଧ୍ୟରେ ଏଥର ରାଜ୍ୟବ୍ୟାପୀ ଗଣତନ୍ତ୍ର ଦିବସ ପାଳନ କରାଯିବ। ଭୁବନେଶ୍ୱରସ୍ଥିତ ଗାନ୍ଧୀ ମାର୍ଗରେ…
ତାତିରେ କଲବଲ ସାରା ଓଡିଶା: ୪୦ ଡିଗ୍ରୀ ଟପିଲାରାଜ୍ୟରେ ତାତି ।
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ -ଗରମ ବାୟୁ ପ୍ରଭାବରେ ଦିନ ତାପମାତ୍ରାରେ ବୃଦ୍ଧି ହୋଇଛି | ଆଜି ରାଜ୍ୟର ଅଧିକାଂଶ ଅଂଚଳରେ ତାପମାତ୍ରା ୩୯ ଡିଗ୍ରୀ ତାପମାତ୍ରା…
ରଷିକିଆ ଚୋର, ଦୁଇ ପତ୍ନୀ, ଖୁସି କରିବାକୁ ଗିଫ୍ଟ ଦେଉଥିଲା ଲୁଟ୍ ସୁନା। ବାନ୍ଧିଲା କମିଶନରେଟ ପୁଲିସ
ଭୁବନେଶ୍ବର : କମିଶନରେଟ ପୁଲିସ ହାତରେ ଧରାପଡିଛି ରଷିକିଆ ଚୋର । ପେସାରେ ରଙ୍ଗମିସ୍ତ୍ରି। ନିଶା କିନ୍ତୁ ଚୋରି। ଦିନରେ ନିଜକୁ ରଙ୍ଗମିସ୍ତ୍ରୀ କହି କାମ କରୁଥିଲା…