ଅନୁଗୋଳ: ଗୁରୁବାର ଅନୁଗୋଳ ଜିଲ୍ଲାରେ ୪୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବରପାଳ ବ୍ଲକ୍ ଅଂଚଳରୁ ୧୦ଜଣ(୭ଜଣ ପୁରୁଷ ଓ ୩ଜଣ ମହିଳା), ଅନୁଗୋଳ ପୈ। ରାଞ୍ଚଳରୁ ୧୫ଜଣ(୮ ଜଣ ପୁରୁଷ ଓ ୭ ଜଣ ମହିଳା), ତାଳଚେର ପୈ। ରାଞଳରୁ ୮ ଜଣ(୬ ପୁରୁଷ ଓ ୨ ଜଣ ମହିଳା) ଓତାଳଚେର ବ୍ଲକ୍ ଅଂଚଳରୁ ୧୩ଜଣ(୮ ଜଣ ପୁରୁଷ ଓ ୫ଜଣ ମହିଳା), ଅଛନ୍ତି । ଲକ୍ଷଣଯୁକ୍ତ ଆକ୍ରାନ୍ତଂକୁ ନିଜ ଘରେ lsolation ରେ ରଖା ଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ବର୍ତମାନ ସୁଦ୍ଧା ଜିଲ୍ଲାରେ ୩୯୯ଜଣ ମୃତ୍ୟୁବରଣ କଲେଣି । ଆଜି ସୁଦ୍ଧା ୧୫ ଲକ୍ଷ ୨୭ହଜାର ୩୪୫ ଜଣଙ୍କୁ ଟିକା ଦିଆଗଲାଣି ।ସେହିପରି ଟିକା ୧୫ ବର୍ଷ ରୁ ୧୮ ବର୍ଷ ୧୬୩୨ ଜଣ ନେଇ ଥିବା ବେଳେ Pricetion ଡୋଜ ୮୮୮ ଜଣ ନେଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।
Related Posts
ଅନୁଗୋଳ ଜିଲ୍ଲାରୁ ୧୦୭ ଜଣ ପଜିଟିଭ ଚିହ୍ନଟ, ପଜିଟିଭ ସଂଖ୍ୟା ୪୪୮୬୯ ରେ ପହଞ୍ଚିଲା
ଅନୁଗୋଳ: ବୁଧବାର ଅନୁଗୋଳ ଜିଲ୍ଲାରେ ୧୦୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବରପାଳ…
ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ
ଅନୁଗୋଳ: ପୋଖରୀରେ ଗାଧୋଇବା ସମୟରେ ବୁଡ଼ି ପ୍ରାଣ ହରାଇଛନ୍ତି ବୃଦ୍ଧ । ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବଡ଼ ହିଂସର ପଞ୍ଚାୟତ ନାକଚଣିପାଳ ଗାଁରେ…
ଅନୁଗୋଳରେ ଖୋଲିଲା ଫ୍ରେସ୍ ପ୍ରଡ୍ୟୁସର କମ୍ପାନୀର ସେଲ୍ସ୍ ଆଉଟ୍ ଲେଟ୍ ଓ ମଲ୍ ।
ଅନୁଗୋଳ : ଅନୁଗୋଳରେ ତଟକା ଖାଦ୍ୟ ସାମଗ୍ରୀ ଓ କୃଷି ଉପକରଣ ଲୋକମାନଂକୁ ସୁଲଭ ମୁଲ୍ୟରେ ଯୋଗାଇ ଦେବା ନିମନ୍ତେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ…