ଅନୁଗୋଳ ଜିଲ୍ଲାରୁ ୮୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ପଜିଟିଭ ସଂଖ୍ୟା ପହଞ୍ଚିଲା ୪୫୦୦୦ରେ

ଅନୁଗୋଳ: ଶୁକ୍ରବାର ଅନୁଗୋଳ ଜିଲ୍ଲାରେ ୮୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ  ତାଳଚେର ବ୍ଲକ୍ ଅଂଚଳରୁ ୨୭ଜଣ(୧୭ଜଣ ପୁରୁଷ ଓ ୧୦ଜଣ ମହିଳା), ଵରପାଳ ବ୍ଲକ୍ ଅଚଳରୁ ୨୧ଜଣ(୧୬ଜଣ ପୁରୁଷ ଓ ୫ଜଣ ମହିଳା), ଅନୁଗୋଳ ପୈ।ରାଞଳରୁ୧୧ ଜଣ(୭ ପୁରୁଷ ଓ ୪ଜଣ ମହିଳା) କଣିହାଁ ବ୍ଲକ୍ ଅଂଚଳରୁ ୭ଜଣ(୫ଜଣ ପୁରୁଷ ଓ ୨ଜଣ ମହିଳା), ତାଳଚେର ପୈ।ର।ଞଳରୁ ୬ ଜଣ( ୪ ଜଣ ପୁରୁଷ ଓ୨ ଜଣ ମହିଳା) ଛେଣ୍ଡିପଦା ବ୍ଲକ୍ ଅଚଳରୁ ୫ ଜଣ(୪ ଜଣ ପୁରୁଷ ଓ୧ ଜଣ ମହିଳା) , କିଶୋର ନଗର ବ୍ଲକ୍ ଅଚଳରୁ  ୩ ଜଣ(୨ ଜଣ ପୁରୁଷ ଓ ୧ ଜଣ ମହିଳା) ପାଳଲହଡା ବ୍ଲକ୍ ଅଚଳରୁ ୩ ଜଣ (୨ ଜଣ ପୁରୁଷ ଓ ୧ ଜଣ ମହିଳା)  ଓ  ଅନୁଗୋଳ ବ୍ଲକ ଅଞ୍ଚଳରୁ ୨ ଜଣ( ୧ ଜଣ ପୁରୁଷ ଓ ୧ ଜଣ ମହିଳା)ଅଛନ୍ତି । ଲକ୍ଷଣଯୁକ୍ତ ଆକ୍ରାନ୍ତଂକୁ ନିଜ ଘରେ  lsolation ରେ ରଖା ଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ବର୍ତମାନ ସୁଦ୍ଧା ଜିଲ୍ଲାରେ ୩୯୯ଜଣ ମୃତ୍ୟୁବରଣ କଲେଣି । ଆଜି ସୁଦ୍ଧା୧୫ ଲକ୍ଷ ୩୦ହଜାର ୮୫୭ ଜଣଙ୍କୁ ଟିକା ଦିଆଗଲାଣି । ଏନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ‌ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *