ଭୁବନେଶ୍ବର: ଉନ୍ନୟନ ନିଗମର ତଥ୍ୟାନୁସାରେ ଓଡ଼ିଶାରେ ବିଗତ ୧୦ ବର୍ଷ ଅବଧି ଅର୍ଥାତ୍ ୨୦୧୦-୧୧ ଠାରୁ ୨୦୨୦-୨୧ ମଧ୍ୟରେ ରାଜ୍ୟର ବିଭିନ୍ନ ମହାନଗର, ସହରାଞ୍ଚଳ ଓ ଅନ୍ୟାନ୍ୟ ଅଞ୍ଚଳରେ ଶିଳ୍ପ, କଳକାରଖାନା, ଖଣିଖାଦାନ, ରାସ୍ତାଘାଟ ,ସେତୁ, ହୋଟେଲ, ପର୍ୟ୍ୟଟନ, ବନ୍ଦର, ସରକାରୀ କୋଠାବାଡ଼ି ଆଦିର ନିର୍ମାଣ ପ୍ରକଳ୍ପ ପାଇଁ ୧୬ଲକ୍ଷ ୪୫ ହଜାର ୪୧୦ ସଂଖ୍ୟକ ଗଛ କଟାଯାଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି। କେଉଁଝର ବିଧାୟକ ମୋହନ ଚରଣ ମାଝି ଆଜି ବିଧାସଭାରେ ପ୍ରଶ୍ନ କରିଥିଲେ ଯେ ଓଡ଼ିଶାରେ ଗତ ୧୦ ବର୍ଷ ଭିତରେ କେଉଁ ବାବଦରେ କେତେ ଗଛ କଟାଯାଇଛି।
ବିକାଶ ପାଇଁ ରାଜ୍ୟ ରେ୧୦ବର୍ଷରେ କଟିଛି୧୬ଲକ୍ଷ୪୫ହଜାର ରୁ ଅଧିକ ସଂଖ୍ୟକ ଗଛ.
![](https://theswara.in/wp-content/uploads/2021/02/tree-cutting.jpg)