Homeଆଞ୍ଚଳିକବରିଷ୍ଠ ସାମ୍ବାଦିକ ସନ୍ତୋଷ ତ୍ରିପାଠୀଙ୍କ ପରଲୋକ ବରିଷ୍ଠ ସାମ୍ବାଦିକ ସନ୍ତୋଷ ତ୍ରିପାଠୀଙ୍କ ପରଲୋକ October 10, 2022October 10, 2022THE SWARA ଅନୁଗୋଳ: ବରିଷ୍ଠ ସାମ୍ବାଦିକ ସନ୍ତୋଷ ତ୍ରିପାଠୀଙ୍କ ପରଲୋକ । ରବିବାର ଦିନ ଅନୁଗୋଳ ସହର ଅମଲାପଡ଼ା ସ୍ଥିତ ବାସଭବନରେ ସ୍ଵର୍ଗତ ତ୍ରିପାଠୀଙ୍କ ପରଲୋକ ଘଟିଛି । କିଛିଦନ ହେବ ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ସହିତ ଗତି କରୁଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ସ୍ଵର୍ଗତ ତ୍ରିପାଠୀ ପୂର୍ବରୁ ସମାଜରେ ଦୀର୍ଘ ବର୍ଷ ଧରି ସାମ୍ବାଦିକତା କରିଥିଲେ । ସନ୍ତୋଷ ତ୍ରିପାଠୀ ଜଣେ ଦକ୍ଷ ସାମ୍ବାଦିକ ଭାବେ ସହରରେ ବେଶ ଜଣାଶୁଣା । ରଲୋକ ଖବର ପାଇ ଅନୁଗୁଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ । ପୁରୀ ସ୍ୱର୍ଗଦ୍ବାରରେ ତାଙ୍କ ଶେଷକୃତ ସମ୍ପର୍ଣ୍ଣ କରାଯାଇଛି । Advertisement
ଭିନ୍ନକ୍ଷମ ସତ୍ୟବ୍ରତ: ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ପାଇଲେ ସଫଳତା ଅନୁଗୋଳ: ପ୍ରକାଶ ପାଇଛି ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ । ଯେଉଁଥିରେ ଅନୁଗୋଳ ଜିଲ୍ଲାର ସତ୍ୟବ୍ରତ ମହାପାତ୍ର ୨୭୯ ରାଙ୍କରେ ରହିଛନ୍ତି । ସତ୍ୟବ୍ରତ ଏହି…
ଜିନ୍ଦଲଷ୍ଟିଲଆଣ୍ଡପାୱାରରଶ୍ରମିକ ବିହାରରେ ନବ ବର୍ଷ ପାଳିତ ଅନୁଗୋଳ : ହଜାର ହଜାର ସଂଖ୍ୟାରେ ଶ୍ରମଜୀବୀ ଏବଂ କର୍ମଚାରୀ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ଅନୁଗୋଳ ଠାରେ ଅବସ୍ଥିତ ଥିବା ଶ୍ରମିକ ବିହାରରେ ନବ…
ସିବିଏସଇ ଦଶମ ଏବଂ ଦ୍ଵାଦଶ ବୋର୍ଡ ପରୀକ୍ଷାରେ ଓ.ପି. ଜିନ୍ଦଲ ସ୍କୁଲ ଛାତ୍ର ଛାତ୍ରୀଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ଅନୁଗୋଳ ସ୍ଥିତ ଓ.ପି. ଜିନ୍ଦଲ ସ୍କୁଲଚଳିତ ବର୍ଷ ଶୈକ୍ଷିକ ଉପଲବଧି କ୍ଷେତ୍ରରେ ଆଉ ଏକ କୀର୍ତି ସ୍ତମ୍ଭ ହାସଲ କରିଅଛି l ଏହି ସ୍କୁଲର ଛାତ୍ର ଛାତ୍ରୀମାନେଚଳିତ…