ନାଲକୋ ଅନୁଗୋଳ ପକ୍ଷରୁ 74 ତମ ସାଧାେଣତନ୍ତ୍ର ଦିବସ ପାଳିତ।

ଅନୁଗୋଳ : ନାଲକୋ ସ୍ମେଲ୍ଟର ଓ ପାୱାର ପ୍ଳାଣ୍ଟ(ଏସ.ଏଣ୍ଡ.ପି) କମ୍ପ୍ଲେକ୍ସ ଲେକ୍ସ
ନାଲକୋ ନଗର ଠାରେ 74 ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି। ନାଲକୋ ନଗର ବିଜୁ
ପଟ୍ଟନାୟ କପାର୍ଟ୍ସ ମକଲେକ୍ସ ଠାକର ଆକୟାଜିତ ସମାରୋହ ରେ ମୁଖ୍ୟ ଅତିଥି ଶ୍ରୀ ଭୀମସେନ
ପ୍ରଧାନ ଜାତୀୟ ପତାକା ଉତ୍ତଳନ କରିବା ସହ ଆୟୋଜିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ।
ନାଲକୋ ସିଆଇଏସଏଫ ଓ ଟାଉନସିପ ସୁରକ୍ଷା ବାହିନୀ (କ .ଏସ.ଏସ.ଏ) ତଥା ଦିଲ୍ଲୀ ପବ୍ଲିକ ସ୍କୁଲ ଓ ସରସ୍ଵତୀ ବିଦୟାମନ୍ଦିରର ଛାତ୍ର-ଛାତ୍ରୀ ମାନଙ୍କ ଦ୍ଵାରା ଗଠିତ ପୟାକରଡ ଦଳ ସାମୁହିକ ପ୍ୟାରେଡ ରେ ଅଂଶ ଗ୍ରହଣ କରିଥିଲେ। ସାଧାରଣତନ୍ତ୍ର ଦିବସର ସମାରୋହରେ
ସ୍ମେଲ୍ଟର ଓ ପାୱାର କମଲେକ୍ସର ସମସ୍ତ ବରିଷ୍ଠ ଅଧିକାରୀ ଯଥା ସମସ୍ତ ଜି.ଜି.ଏମ., ସମସ୍ତ
ୟୁ ନିୟନର କର୍ମକର୍ତ୍ତା ଆସୋସିଏସନ ର ସଦସ୍ୟ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *