ଘୋଷଯାତ୍ରା ୨୦୨୩ ; ଶ୍ରୀକ୍ଷେତ୍ରରୁ ଦେଖନ୍ତୁ ସିଧାପ୍ରସାରଣ

ପୁରୀ : ଆଜି ପବିତ୍ର ଘୋଷ ଯାତ୍ରା। ରତ୍ନବେଦୀ ଛାଡି ଭକ୍ତଜନଙ୍କୁ ଦର୍ଶନ ଦେବାକୁ ବଡଦାଣ୍ଡକୁ ଚାଲି ଆସିଛନ୍ତି ମହାପ୍ରଭୁ । ରଥରେ ବିଜେ କରି ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ । ଏକାକାର ହେବେ ଭକ୍ତ-ଭଗବାନ।ପବିତ୍ର ଘୋଷଯାତ୍ରା ପାଇଁ ଲୋକାରଣ୍ୟ ହୋଇପଡିଛି ଶ୍ରୀକ୍ଷେତ୍ର। ରଥଯାତ୍ରା ପାଇଁ ଆଜି ପୁରୀରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଛି । କ୍ଷେତ୍ରରୁ ଦେଖନ୍ତୁ ରଥଯାତ୍ରାର ସିଧାପ୍ରସାରଣ ……………..

Leave a Reply

Your email address will not be published. Required fields are marked *