Homeଓଡିଶାଆରମ୍ଭ ହେଲା ଚତୁର୍ଦ୍ଧା ମୂର୍ତ୍ତିଙ୍କ ବାହୁଡା ଯାତ୍ରା ଦେଖନ୍ତୁ ସିଧାପ୍ରସାରଣ…. ଆରମ୍ଭ ହେଲା ଚତୁର୍ଦ୍ଧା ମୂର୍ତ୍ତିଙ୍କ ବାହୁଡା ଯାତ୍ରା ଦେଖନ୍ତୁ ସିଧାପ୍ରସାରଣ…. June 28, 2023June 28, 2023THE SWARA ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ଯିବେ ଚତୁର୍ଦ୍ଧା ବିଗ୍ରହ । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଅପେକ୍ଷାରେ ଅଛନ୍ତି ତିନିରଥ । ବାହୁଡ଼ା ଯାତ୍ରା ଅବସରରେ ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ଶରଧାବାଲି । ଦେଖନ୍ତୁ ବାହୁଡା ଯାତ୍ରା ସିଧାପ୍ରସାରଣ…. Advertisement
ବ୍ୟାପୁଚି ଜଙ୍ଗଲ ନିଆଁ : ନଷ୍ଟ ହେଉଛି ଜୈବ ବିବିଧତା.. ଭୁବନେଶ୍ଵର : ହୁତ୍ ହୁତ୍ ହୋଇ ଜଳୁଛି ସାତକୋଶିଆ । ଜୈବ ବିବିଧତା ଭରା ଏହି ଅଭୟାରଣ୍ୟ ଏବଂ ଜୀବଜନ୍ତୁ ନିଆଁ ମୁହଁକୁ ଠେଲି ହୋଇଯାଇଛନ୍ତି। ଗତକାଲି…
କଟକ ବଡ ମେଡିକାଲ ରେ ଏକାସଙ୍ଗେ ମହିଳା ଜନ୍ମକଲେ ୪ ଶିଶୁକନ୍ୟା; ଖୁସି ଜଣାଇଲେ ସବ୍ୟସାଚୀ କଟକ :ଓଡ଼ିଶା ଇତିହାସରେ ଘଟିଲା ବିରଳ ଘଟଣା। ଏକା ସଙ୍ଗେ ମହିଳା ଜନ୍ମଦେଲେ ୪ ନବଜାତଙ୍କୁ । ଆଉ ମାମୁ ବନିଛନ୍ତି ସବ୍ୟସାଚୀ । ଘଟଣା ଅନୁଯାୟୀ…
୨୪ ଘଣ୍ଟାରେ ୩୩ ଆକ୍ରାନ୍ତ ଙ୍କ ଜୀବନ ନେଇଛି ମହାମାରୀ,ଅନୁଗୋଳ ରୁ ସର୍ବାଧିକ ୫ ମୃତ । ଭୁବନେଶ୍ୱର: ଓଡିଶାରେ କରୋନା ସଂକ୍ରମଣ ପୁଣି ବଢିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୩ ଆକ୍ରାନ୍ତଙ୍କ ଜୀବନ…