ଜାତୀୟ ସ୍ତରୀୟ ସ୍କୋଏ ପ୍ରତିଯୋଗିତାରେ ଅନୁଗୋଳ ଜିଲ୍ଲାରୁ ଭାଗ ନେବେ ୭ ଖେଳାଳି।

ଅନୁଗୋଳ :ଚଳିତ ମାସ ୪ ତାରିଖ ଠାରୁ ତା ୮ ତାରିଖ ପର୍ଯ୍ୟନ୍ତ ୨୪ତମ ଜାତୀୟ ସ୍ତରୀୟ ସ୍କୋଏ ପ୍ରତିଯୋଗୀତା ରାଜସ୍ଥାନର ଜୟପୁର ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି। ଯେଉଁ ପ୍ରତିଯୋଗିତାରେ ଅନୁଗୋଳ ଜିଲ୍ଲାରୁ ୭ ଜଣ ପ୍ରତିଯୋଗୀ ଭାଗ ନେବାକୁ ଯାଇଛନ୍ତି । ସେମାନକ ମଧ୍ୟ ରେ ଅଛନ୍ତି ୪ ଜଣ ବାଳିକା ଓ ତିନି ଜଣ ବାଳକ । ସେମାନେ ହେଲେ ଶ୍ରୀୟାଶ୍ରୀ ପ୍ରଧାନ, ସ୍ୱତି ସ୍ୱାଗତିକା ଦାଶ, କାବ୍ୟ ଦାଶ, ଦୃଷ୍ଟି ସିଂହ ଯାଦବ ଓ ୩ ଜଣ ବାଳକ ହେଲେ କେ ସାଇ ଆଦିତ୍ୟ, ସିତାଂସୁ ସ୍ଥିତପ୍ରଜ୍ଞା ନାୟକ, ଏସ କେ କାସିଫ,ଅଂଶ ଗ୍ରହଣ କରିବେ।

Advertisement

ଉକ୍ତ ପ୍ରତିଯୋଗୀ ମାନେ ରାଜ୍ଯ ଉପସଭାପତି ଓ ଜିଲ୍ଲା ସମ୍ପାଦକ ଦୁଷ୍ୟନ୍ତ କୁମାର ନାଥଙ୍କ ତତ୍ବାବଧାନରେ ଓ ଅକ୍ଲାନ୍ତ ପରିଶ୍ରମ ରେ ଛାତ୍ର ଛାତ୍ରୀ ମାନେ ଜାତୀୟ ସ୍ତରରେ ଭାଗନେବେ ବୋଲି ପ୍ରକାଶ କରିଚନ୍ତି। ଉକ୍ତ ପ୍ରତି ୟୋଗି ମାନଙ୍କୁ ଜିଲ୍ଲା କ୍ରିଡ଼ା ଅଧିକାରି ଅକ୍ଷୟ କୁମାର ସେଠ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଭିକାରୀ ବନ୍ଧୁ ସହୁ, ସଭାପତି ଦ୍ବାରିକା ପ୍ରାସାଦ ନନ୍ଦ, ଉପ ସଭାପତି, ଓ ଆଇନ୍ ଜୀବି ପ୍ରଦୀପ କୁମାର ଦେବତା, ସଞ୍ଜୟ କୁମକର ମହାପାତ୍ର, ହେମନ୍ତ କୁମାର ପ୍ରଧାନ, ପର୍ଶୁରାମ ଦାଶ,ଶୁଭେଛା ଓ ଶୁଭ କାମନା ଜଣାଇଁ ଛନ୍ତି।

Leave a Reply

Your email address will not be published. Required fields are marked *