ଅନୁଗୋଳ : ରୋଟାରୀ ପବ୍ଲିକ୍ ସ୍କୁଲ୍ ର ଅଧ୍ୟକ୍ଷ ଅଶୋକ କୁମାର ବେହେରା ଙ୍କ ତତ୍ତ୍ଵାବଧାନରେ ରୋଟରି ପବ୍ଲିକ୍ ସ୍କୁଲ୍ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଅଛି। ଉକ୍ତ ଦିବସରେ ସ୍କୁଲ୍ ପରିଚାଳନା କମିଟି ର ପୂର୍ବତନ ଅଧ୍ୟକ୍ଷ ନିଖିଳ ରଞ୍ଜନ ମିଶ୍ର ମୁକ୍ଷ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଯୋଗ ଅଭ୍ୟାସ ବିସୟରେ ଆଲୋକ ପାତ କରିଥିଲେ। ସ୍କୁଲ୍ ର ଅପାଧ୍ୟକ୍ଷ ଡ, ମନୋରଞ୍ଜନ ପଣ୍ଡା ଯୋଗଦ୍ଵାରା ସୁନ୍ଦର ଶରୀର ସୁସ୍ଥ ଶରୀର ଓ ଏକାଗ୍ରତା କିଭଳି ବିକସିତ ହେବ ତାହା ୟୋଗ ଦ୍ବାର ସମ୍ଭବ ହୋଇପାରେ ଓ ମଣିଷ ଶରୀରକୁ ନିରୋଗ ରଖିବା ଏକମାତ୍ର ଉପୟ ଯୋଗାସନ , ଏହି ବିସୟରେ ଆଲୋକ ପାତ କରିଥିଲେ। ସ୍କୁଲ୍ ର ପ୍ରଧାନ ଶିକ୍ଷୟତ୍ରୀ ପଲ୍ପଲତା ଦଶ ଓ ସମସ୍ତ ସିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତି ରହି ଯୋଗଦିବସରେ ସାହାଯ୍ୟ ଓ ସହଯୋଗ କରୁଥିଲେ। ଛାତ୍ର ଛାତ୍ରୀ ମାନଙ୍କୁ ସ୍କାଉଟ୍ ମାଷ୍ଟର ଓ ୟୋଗ ଶିକ୍ଷକ ଦୁଷ୍ୟନ୍ତ କୁମାର ନାଥ ୟୋଗ, ଆସନ, ପ୍ରାଣାୟମ, ଓ, ଧ୍ୟାନ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷ୍ୟା ପ୍ରଦାନ କରାଇ ଥିଲେ।
Related Posts
ଆଜି ହେଉଛି ବିଶ୍ୱ ଫଟୋ ଗ୍ରାଫି ଦିବସ
ଅନୁଗୋଳ: ଅନୁଗୋଳ ଫଟୋ ଗ୍ରାଫର ଆସସିଏସନ ପକ୍ଷରୁ ଏହି ବିଶ୍ଵ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି । ସହର ର ବାସନ୍ତୀ ଦୁର୍ଗା ପଡ଼ିଆରେ ଏହି ଦିବସ…
ଜାତୀୟ ସ୍ତରିୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଅନୁଗୋଳ କୁ ୧୬ ପଦକ
ଅନୁଗୋଳ : ଚଳିତ ମାସ ତା ୨୭/୦୭/୨୦୨୪ ରିଖ ଠାରୁ ତା ୨୮/୦୭/୨୦୨୪ ରିଖପଯ୍ୟନ୍ତ ପ୍ରଥମ ଓପନ୍ ତାଇକୋଣ୍ଡୋ ପ୍ରତିଯୋଗୀତା କଲିକତା ର ହାୱଡା ଲିଛୁ ବଗନ୍…
NTPC ତାଳଚେର ଥର୍ମାଲ ପକ୍ଷରୁ ବାଳିକା ସଶକ୍ତିକରଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ.
ତାଳଚେର : NTPC ତାଳଚେର ଥର୍ମାଲ DAV ପବ୍ଲିକ ସ୍କୁଲ ପରିସରରେ, ତାଳଚେର ଥର୍ମାଲ ପରିପାର୍ଶିକ 8 ଟି ବିଦ୍ୟାଳୟ ର 40 ଜଣ ଷଷ୍ଠ ଶ୍ରେଣୀର…