କଟକ : ଆସନ୍ତା ମାସ ତା ୦୨/୧୧/୨୦୨୪ ରିଖ ଠାରୁ ତା ୦୭/୧୧/୨୦୨୪ ରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ୪ର୍ଥ ବିଶ୍ଵ ସ୍କୋଏ ମାର୍ଶାଲ ଆର୍ଟ ପ୍ରତିଯୋଗିତା ଉଜବେଗିସ୍ଥାନ ଠାରେ ଅନୁଷ୍ଠିତ ହେବାକୁ ଯାଇଅଛି। ଉକ୍ତ ପ୍ରତିଯୋଗିତାରେ ଓଡ଼ିଶାରୁ ବାଳକ ବିଭାଗରେ ସୌମ୍ୟରଞ୍ଜନ ନାୟକ ବାଳିକା ବିଭାଗର ମିନତି ସାହୁ ତା ୨୯/୧୦/୨୦୨୪ ରିଖ ଦିନ ଉଜବେଗିସ୍ଥାନ ଅଭିମୁଖେ ଯାତ୍ରା କରିଛନ୍ତି, ଉକ୍ତ ଖେଳାଳି ମାନଙ୍କୁ ଓଡିଶା ଓଲମ୍ପିକ ସଂଘ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଯୁଗ୍ମ ନିର୍ଦ୍ଦେଶକ ସପନ କୁମାର ଜେନା , ଅନୁଗୋଳ ଜିଲ୍ଲା କ୍ରିଡ଼ା ଅଧିକାରି ଅକ୍ଷୟ କୁମାର ସେଠ, ଓଡିଶା ସ୍କୋଏ ମାର୍ଶାଲ ଆର୍ଟ ର ସଭାପତି ସୁଶାନ୍ତ କୁମାର ସିହ୍ନା, ଉପସଭାପତି ଦୁଷ୍ୟନ୍ତ କୁମାର ନାଥ,ସମ୍ପାଦକ ଓ ( ପ୍ରତିଷ୍ଠାତା) ଏସ୍ କେ ସଲାଉ ଦିନ୍ ଉପସ୍ଥିତି ରହୀ ଦୁଇ ଖେଳାଳିଙ୍କୁ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତକରିଥିଲେ, ଉକ୍ତ ଦୁଇ ଖେଳିଲିଙ୍କୁ ଓଡିଶା ସରକାର ଆର୍ଥିକ ସାହାଯ୍ୟ ଓ ସହଯୋଗ କରିଛନ୍ତି।
Related Posts
ରାଜ୍ୟ ସ୍ତରୀୟ ସମର କଳା ସ୍କୋଏ ମାର୍ଶଲ ଆର୍ଟ ପ୍ରତଯୋଗିତାରେ ଅନୁଗୋଳ ଉପ ବିଜେତା।
ଅନୁଗଲା : ଅନୁଗୋଳ ୱିଣ୍ଡୋର ଷ୍ଟାଡିୟମରେ ଗତ ମାସ ୩୦ ତା ରିଖ ରୁ ଚଳିତ ମାସ ୧ ତାରିଖ ପଯ୍ୟନ୍ତ ଚାଲିଥିବା ୧୯ ରାଜ୍ୟ ସ୍ତରୀୟ…
୩ୟ ଦିନିକିଆ: ଭାରତ ଆଗରେ ୨୬୦ ରନ୍ର ବିଜୟ ଲକ୍ଷ।
ମଞ୍ଚେଷ୍ଟର: ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ୩ୟ ତଥା ଶେଷ ଦିନିକିଆ ମ୍ୟାଚ ଖେଳାଯାଉଛି। ମଞ୍ଚେଷ୍ଟରସ୍ଥିତ ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଭାରତ ଟସ୍ ଜିଣି ପ୍ରଥମେ…
ଭାରତ- ୱେଷ୍ଟଇଣ୍ଡିଜ୍ ୩ୟ ଦିନିକିଆ:ସିରିଜ କ୍ଲିନ୍ ସୁଇପ କଲା ଟିମ ଇଣ୍ଡିଆ, ୯୬ ରନରେ ବିଜୟୀ
ଅହମଦାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଭାରତ ୯୬ ରନରେ ବିଜୟ ହୋଇ ସିରିଜ କ୍ଲିନ ସୁଇପ୍ କରିଛି। ଭ୍ରମଣକାରୀ ଦଳ…