ଓଲଟିଲା OSTRC ବସ୍,ଦୁଇ ମୃତ୍ୟ,୧୫ ରୁ ଅଧିକ ଆହତ ।

ଅନୁଗୋଳ : ଓଲଟିଲା ଯାତ୍ରାବାହୀ ବସ୍ ଦୁର୍ଘଟଣା । ୨ଜଣ ପୁରୁଷ ଙ୍କ ମୃତ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ୪୦ ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି।

    ଅନୁଗୋଳ ଜିଲ୍ଲା ସମଲ ଥାନା ଗହମ ଗାଁ ନିକଟରେ ବସ ଦୁର୍ଘଟଣା । OSRTC ବସ୍ ରେ ୪୦ ରୁ ଅଧିକ ଯାତ୍ରୀ ଥିବା ବେଳେ ୧୫ ଜଣ ଗୁରୁତର ଆହତ । ୨ଜଣ ପୁରୁଷ ଯାତ୍ରୀ ମୃତ୍ୟୁ । ସ୍ଥାନୀୟ ଲୋକମାନେ ୨ଟି ଆମ୍ବୁଲାନ୍ସ ମାଧ୍ୟମରେ ଗୋଡିବନ୍ଧ ଓ ମଣ୍ତାପାଳ ମେଡିକାଲ କୁ ଗୁରୁତର ଆହତଙ୍କୁ ସ୍ଥାନରିତ ଜାରିରହିଛି ।ବସ ଟି ରାଇରଙ୍ଗପୁର ରୁ ଅନୁଗୋଳ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ମୃତକ ମାନଙ୍କ ପରିଚୟ ମିଳିପାରି ନାହିଁ।

Leave a Reply

Your email address will not be published. Required fields are marked *