Go Solar System solar power center ର ଅନୁଗୋଳ ଶାଖା ଶୁଭାରମ୍ଭ

ଭୁବନେଶ୍ୱର : M/s Go Solar System solar power center angul ଶାଖା ଅଫିସ. ପଞ୍ଚମୁଖୀ ମାର୍କେଟ କଂପ୍ଲେକ୍ସ ରୁମ ନମ୍ବର 09, ଶିମିଳିପଡ଼ା ଠାରେ ଉଦଘାଟିତ ହୋଇ ଯାଇଅଛି।  ଏଥିରେ ମୁଖ୍ୟ ଅଥିତି ଭାବେ ତାଳଚେର ବିଧାୟକ ତଥା ଅନୁଗୋଳ ଜିଲ୍ଲା ବିଜେଡି ସଭାପତି  ବ୍ରଜକିଶୋର ପ୍ରଧାନ. ପୌରପାଳିକା ଅନୁଗୋଳ ର ନିର୍ବାହୀ ଅଧିକାରୀ  ସତ୍ୟପ୍ରକାଶ ତ୍ରିପାଠୀ, ଡ଼କ୍ଟର ପ୍ରଫୁଲ୍ଲ କୁମାର ସାହୁ,ରାଜ୍ୟ ଯୁବ ବିଜେଡି ସଂପାଦକ ଚନ୍ଦ୍ରକାନ୍ତ ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ ।

Advertisement

19 ନମ୍ବର କାଉନସିଲର ବଳରାମ ଜେନା. ଆଇନଜୀବୀ  ଦେବାଶିଷ ମହାନ୍ତି, ଆଇନଜୀବି ଶ୍ରୀ ଦିଲ୍ଲୀପ ପ୍ରଧାନ, ସମଜସେବୀ ବୀରେନ୍ଦ୍ର ନାୟକ, ବୈଜଷ୍ଟ ବ୍ୟକ୍ତି  ଅନୁପ ମିଶ୍ର (ଜୁଲୁ ଭାଇ ) ଜୟନ୍ତ କୁମାର ସାହୁ,  ସରୋଜ ସାମଲ, ବିଦ୍ୟାଧର ବେହେରା, ଜଗଦୀଶ ବିଶ୍ୱାଳ, ନିହାର ରଞ୍ଜନ ପଟ୍ଟନାୟକ,ଯଜ୍ଞଦତ୍ତ ପଟ୍ଟନାୟକ, ଶ୍ରୀକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ. ଏଠାରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ସୁଲଭ ମୂଲ୍ୟ ରେ ଉପଲବ୍ଧି ହୋଇ ପାରିବ ଏବଂ ସାର୍ବସାଧାରଣ ଲୋକ ଏଠାରେ ସମ୍ପୂର୍ଣ ବିବରଣୀ ପାଇପାରିବେ ବୋଲି ଶାଖା ର ପରିଚାଳକ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *