ଖବର ଏବେ ଏବେ

ଓଡିଶା

ଟ୍ରାଭେଲ୍ସ ବିଲ୍ ଠକେଇ ମାମଲାରେ ପାଠକ ବାପ-ପୁଅଙ୍କୁ ହାଇକୋର୍ଟ ଦେଲେ ଜାମିନ୍.

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲରେ ଥିବା ପାଠକ ବାପା-ପୁଅଙ୍କୁ ଆଜି ହାଇକୋର୍ଟ ପକ୍ଷରୁ ଜାମିନ ମିଳିଛି। ଟ୍ରାଭେଲ୍ସ ବିଲ୍ ଠକେଇ…

ଦେଶ ବିଦେଶ

କୋଭିଡ ଟୀକା ନେଲେ ମୋଦୀ ଆଉ ନବୀନ .

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀସ୍ଥିତ ,ଏମ୍‌ସ୍‌, କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି।ଏ ସଂକ୍ରାନ୍ତରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘ଏମ୍‌ସ୍‌’ରେ କୋଭିଡ୍‌-୧୯ ଟିକାର…

ଓଡିଶା

ବିଜୁଳି ଉତ୍ପାଦନରେ ଶ୍ରେଷ୍ଠ ୧୦ଟି ପ୍ଲାଣ୍ଟ ମଧ୍ୟରୁ ୭ମ ରେ NTPC କଣିହାଁ ୟୁନିଟ .

ଅନୁଗୋଳ :ଏନଟିପିସି ବର୍ତମାନ କେବଳ ଥର୍ମାଲ ପାୱାର ଉତ୍ପାଦନରେ ସୀମିତ ହୋଇ ରହି ନାହିଁ। ପ୍ରଦୂଷଣ ମାତ୍ରା କମାଇବା ଏବଂ କୋଇଲା ସଂରକ୍ଷଣ କରିବାକୁ ଜଳ ବିଦ୍ୟୁତ…

ଓଡିଶା

ଦଫା କାଟିବାକୁ ଲାଞ୍ଚ ନେଇ ବନ୍ଧାହେଲେ ଥାନାବାବୁ.

ଦଫା କାଟିବାକୁ ଲାଞ୍ଚ ନେଉଥିବାବେଳେ ଢେଙ୍କାନାଳ ନୀଳପ୍ରସାଦ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କୁ କାବୁ କଲା  ଭିଜିଲାନ୍ସ / ଲାଞ୍ଚ ଟଙ୍କା ଜବତ କରି  ବ୍ୟକ୍ତିଗତ ଡ୍ରାଇଭର…

ଓଡିଶା

ଏଏନ୍‌ଏମ୍‌ଙ୍କୁ ଯୋଗ୍ୟତା ଭିତ୍ତିରେ ଦିଆଯିବ ନିଯୁକ୍ତି .ବିଧାନସଭାରେ ବିବୃତି ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ .

ଭୁବନେଶ୍ବର : କୋଭିଡ୍‌ ପରେ ଛଟେଇ ହୋଇଥିବା ଧାରଣା ଦେଉଥିବା ଏଏନ୍‌ଏମ୍‌ଙ୍କ ଆଶା ଉଜ୍ଜିବୀତ ହୋଇଛି। ଆନ୍ଦୋଳନରତ ଏଏନ୍‌ଏମ୍‌ଙ୍କ ସମ୍ପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

କ୍ରିଡା

ଇଂଲଣ୍ଡକୁ ଧରାଶାୟୀ କଲା ଅକ୍ଷର-ଅଶ୍ୱିନ ଯୋଡ଼ି: ଦ୍ୱିତୀୟ ଇଂନିସରେ ୮୧ରେ ଇଂଲଣ୍ଡ ଅଲଆଉଟ, ଭାରତ ଆଗରେ ୪୯ ରନର ବିଜୟ ଲକ୍ଷ୍ୟ.

ଅହମଦାବାଦ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ଭାରତର ଦମଦାର ପ୍ରଦର୍ଶନ ଜାରି ରହିଛି  ।ଏହି ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନରଙ୍କ ଯାଦୁ ଦେଖିବାକୁ ମିଳିଛି । ଟିମ୍-ଇଣ୍ଡିଆର ଦୁଇ…

ଓଡିଶା

ସରକାରୀ ସହାୟତା ରୁ ବଞ୍ଚିତ ବିଡି ଶ୍ରମିକ ।

ଅବହେଳିତ ବିଡ଼ି ଶ୍ରମକ । ସେମାନଙ୍କୁ ମିଳୁଥୁବା ସମସ୍ତ ସୁବିଧା ସୁଯୋଗ କୁ ସରକାର ବନ୍ଦ କରିଦେଇଛନ୍ତି। ଯାହାର ପ୍ରତିବାଦ କରିଛନ୍ତି ଅନୁଗୋଳ ଜିଲାର ବିଡ଼ି ଶ୍ରମିକ…

ଓଡିଶା

ସାମୁହିକ ଔଷଧ ସେବନ,ପ୍ରଥମେ ବଟିକା ଖାଇଲେ ଜିଲ୍ଲାପାଳ .

ଆଜି ଠାରୁ  ଅନୁଗୋଳ ଜିଲାରେ ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆସନ୍ତା ମାର୍ଚ୍ଚ ୬ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ…

ଓଡିଶା

ମୋଦୀ ଙ୍କ ପୋଷ୍ଟର ରେ କଳା ବୋଳିଲେ ଛାତ୍ର କଂଗ୍ରେସ କର୍ମୀ.

ତୈଳ ଦର ବୃଦ୍ଧି କୁ ନେଇ କଂଗ୍ରେସ ର ଅଭିନଭ ପ୍ରତିବାଦ ।ପେଟ୍ରୋଲ ଟାଙ୍କି ରେ ଲାଗିଥିବା  ପ୍ରଧାନମନ୍ତ୍ରୀ  ମୋଦି ଙ୍କ ପୋଷ୍ଟର ରେ କଳା ବୋଲିଲେ …

ଓଡିଶା

କାଲିଠୁ ଜିଲ୍ଲାରେ ଆରମ୍ଭ ସାମୁହିକ ଔଷଧ ସେବନ ।

ଆସନ୍ତା କାଲି ଠାରୁ ଅନୁଗୋଳ ଜିଲାରେ ଆରମ୍ଭ ହେବ ସାର୍ବଜନୀନ ବାତ ଜ୍ୱର ଔଷଧ ସେବନ କଯ୍ୟକର୍ମ ।ଏନେଇ ଅନୁଗୋଳ ଜିଲା ସ୍ୱାସ୍ତ୍ୟ ପ୍ରାସାସନ ପକ୍ଷରୁ ସମସ୍ତ…

ଦେଶ ବିଦେଶ

୫ ରାଜ୍ୟରୁ ଦିଲ୍ଲୀ ଆସୁଥିବା ବ୍ୟକ୍ତିଙ୍କ ନିମନ୍ତେ ‘କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ’ ବାଧ୍ୟତାମୂଳକ!

ନୂଆଦିଲ୍ଲୀ: କରୋନାଭାଇରସ୍‌ ସଂକ୍ରମଣ ମାମଲା ହଠାତ୍‌ ବୃଦ୍ଧି ପାଇବାଥିବା ଦେଶର ପାଞ୍ଚୋଟି ରାଜ୍ୟରୁ ଦିଲ୍ଲୀ ଆସି ପହଞ୍ଚୁଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ଆଗାମୀ ଶୁକ୍ରବାର ଠାରୁ ‘କୋଭିଡ୍‌ ନେଗେଟିଭ୍‌…