ଡିଆର୍ଡିଓ’ଦ୍ବାରା ପ୍ରସ୍ତୁତ କୋଭିଡ୍-୧୯ ଔଷଧ ‘୨-ଡିଜି’ ପ୍ରଥମେ ପତଞ୍ଜଳିରେ ଅଧ୍ୟୟନ ହୋଇଥିଲା:ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଦାବି
ନୂଆଦିଲ୍ଲୀ: ‘ଡିଫେନ୍ସ୍ ରିସର୍ଚ ଆଣ୍ଡ୍ ଡେଭ୍ଲପ୍ମେଣ୍ଟ୍ ଅର୍ଗାନାଇଜେସନ୍’ (ଡିଆର୍ଡିଓ) ପ୍ରସ୍ତୁତ କରିଥିବା କୋଭିଡ୍-୧୯ ନିରୋଧୀ ଔଷଧ ‘ଟୁ-ଡିଅକ୍ସି-ଡି-ଗ୍ଲୁକୋଜ୍ (ଟୁ-ଡିଜି)’ ପ୍ରଥମେ ପତଞ୍ଜଳି ଗବେଷକମାନଙ୍କଦ୍ବାରା ଅଧ୍ୟୟନ କରାଯାଇଥିବା କଥା…


