ଓଡିଶା ତାଜା ଖବର ଦେଶ ବିଦେଶ

ରାଜ୍ୟ ସରକାରଙ୍କ ବଡ ନିସ୍ପତି ଟୀକା ପାଇଁ ହେବ ଗ୍ଲୋବାଲ ଟେଣ୍ଡର ।

ରାଜ୍ୟରେ କରୋନା ଟିକାକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଯୋଜନା ପସ୍ତୁତ କରିଛନ୍ତି । ଟିକା ପାଇଁ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର…

ଓଡିଶା ତାଜା ଖବର

ଅଟୋ ସାହାଯ୍ୟ ରେ ଯୋଗାଇ ଚାଲିଛନ୍ତି ମାଗଣା ଆମ୍ବୁଲାନ୍ସ ସେବା, ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା,

ନୂଆପଡା: ଅଟୋରିକ୍ସାରେ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଉ ଥିବା ନୂଆପଡା ଜିଲ୍ଲାର କୁମର ତାଣ୍ଡିଙ୍କୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ ଯୋଗେ ପ୍ରଶଂସା କରିଛନ୍ତି। ବର୍ତ୍ତମାନ…

ଓଡିଶା ତାଜା ଖବର

୨୪ ଘଣ୍ଟାରେ କରୋନାରେ ଗଲା ଆଉ ୧୭ ଜୀବନ । ଦୈନିକ ସଂକ୍ରମଣ ୧୦ ହଜାର ପାର.

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭ ଜଣଙ୍କ ଜୀବନ ନେଇଛି କରୋନା | ଏମାନଙ୍କ ମଧ୍ୟରେ ଅନୁଗୁଳ, ବଲାଙ୍ଗୀର,ଢେଙ୍କାନାଳରୁ ଜଣେ ଲେଖାଏଁ ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ…

ଓଡିଶା ତାଜା ଖବର ଦେଶ ବିଦେଶ

ପଦ୍ମବିଭୂଷଣ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ,ଶୋକ ଜଣାଇଲେ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର: ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ୭୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏମ୍‌ସରେ ସେ ଆଜି ଅପରାହ୍ନ ୩ଟା ୪୯ରେ…

ଓଡିଶା ତାଜା ଖବର

ବଢୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟରେ କରୋନା ନେଲା ଆଉ ୧୯ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଉଛି କରୋନା। ଏପଟେ ଦୈନିକ ସଂକ୍ରମଣଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।…

ଓଡିଶା ତାଜା ଖବର ଦେଶ ବିଦେଶ

ଜୁନ ପ୍ରଥମ ସପ୍ତାହରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ: ଜୁନ ମାସର ପ୍ରଥମ ସପ୍ତାହର ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି,…

ଓଡିଶା ତାଜା ଖବର ଦେଶ ବିଦେଶ

ମେ ୭ ତାରିଖରୁ ୧୬ଟି ‌ଟ୍ରେନ୍‌କୁ ବାତିଲ୍‌ କଲା ଭାରତୀୟ ରେଳବାଇ,

ଆଗାମୀ ୭ ତାରିଖଠାରୁ ପୂର୍ବ ରେଳବାଇ ୧୬ଟି ରେଳ ଚଳାଚଳ ବାତିଲ୍‌ କରିବା ନିଷ୍ପତ୍ତି ନେଇଛି। ଏକ ଟୁଇଟ୍ ଯୋଗେ ପୂର୍ବ ରେଳବାଇ ପକ୍ଷରୁ ଦଃଖ ପ୍ରକାଶ…

ଓଡିଶା ତାଜା ଖବର

୫ଦିନ କାଳବୈଶାଖୀ ସମ୍ଭାବନା;ସତର୍କ କଲା ଆଞ୍ଚଳିକ ପାଣିପାଗ ବିଭାଗ ।

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହି ସମୟରେ ୪୦ରୁ ୫୦କିମି ବେଗରେ ପବନ ବି…

ଓଡିଶା ତାଜା ଖବର

ପଣସ ବୋଝେଇ ଟ୍ରକରୁ କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ.

ଜୟପୁର: ପଣସ ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ୍ ତାକୁ ଜବତ କରିଥିବାର ଖବର ମିଳିଛି। ଉପରେ ପଣସ ଭିତରେ ଗଞ୍ଜେଇ ବୋଝେଇ…

ଓଡିଶା ତାଜା ଖବର

ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ : ଭାରତୀୟ ନିର୍ବାଚନ କମିଶନ

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ସ୍ଥଗିତ । ସାରା ରାଜ୍ୟରେ କୋଭିଡ ଲକ୍‌ଡାଉନ୍‌ କାରଣରୁ ସ୍ଥଗିତ ରହିଲା ପିପିଲି ଉପିନର୍ବାଚନ। ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢୁଥିବାରୁ…

ଓଡିଶା ତାଜା ଖବର ଦେଶ ବିଦେଶ

IFS ଅଫିସର ଅଭୟକାନ୍ତ ପାଠକଙ୍କ ବାଧ୍ୟତାମୂଳକ ଅବସର. ମୋହର ମାରିଲେ ରାଷ୍ଟ୍ରପତି.

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଦୁର୍ନୀତି ଅଭିଯୋଗରେ ଗିରଫ ନିଲମ୍ବିତ ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ପାଇଁ ବଢ଼ିଲା ଅଡୁଆ । ଦୁର୍ନୀତି ପ୍ରତି…

ଓଡିଶା ତାଜା ଖବର

ପରିବାର କଲ୍ୟାଣ ନିର୍ଦ୍ଦେଶକ ଙ୍କ ସୂଚନା: ଟିକା ଅଭାବ ଯୋଗୁ ୧୫୦୦ କେନ୍ଦ୍ରରୁ ମାତ୍ର ୨୫୬ କେନ୍ଦ୍ରରେ ଚାଲିଛି ଟୀକାକରଣ

ଭୁବନେଶ୍ଵର : ଆଜିଠାରୁ ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଟିକାକରଣ ଆରମ୍ଭ ହୋଇଛି। ଗ୍ରାମାଞ୍ଚଳରେ ୪୫ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ଚାଲୁ ରହିଛି।…