ଓଡିଶା ତାଜା ଖବର ଦେଶ ବିଦେଶ

ଏଥର ସ୍ୱାଭାବିକ ହେବ ମୌସୁମୀ ବର୍ଷା ।

ନୂଆଦିଲ୍ଲୀ : ଚଳିତ ବର୍ଷ ବର୍ଷାଋତୁରେ ଦେଶରେ ସ୍ୱାଭାବିକ ବୃଷ୍ଟିପାତ ହେବ। ଏ ସମ୍ପର୍କରେ ବିଜ୍ଞାନ, କାରିଗରୀ ବିଦ୍ୟା ଓ ପୃଥ୍ୱୀବିଜ୍ଞାନ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି,…

ଓଡିଶା ତାଜା ଖବର

ଜାଗା ଦର୍ଶନରେ ଲାଗିଲା କଟକଣା , ୨୪ ରୁ ଶନି ଓ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର ।

ପୁରୀ : କରୋନା ପାଇଁ ଜଗା ଦର୍ଶନରେ ଲାଗିଛି କଟକଣା। ଏଣିକି ପ୍ରତି ଶନିବାର ଓ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର। କରୋନା ସଂକ୍ରମଣ ବଢୁଥିବାରୁ ଏହାକୁ…

ଓଡିଶା ତାଜା ଖବର

ରାଜ୍ୟରେ ପୁଣି ବଢ଼ିବ ତାତି ।

ଭୁବନେଶ୍ବର : ରାଜ୍ୟର ଅନେକ ସ୍ଥାନରେ ଗତକାଲି ବର୍ଷା ହୋଇଯାଇଛି। ବିଶେଷକରି ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଯୋଗୁଁ ପାଗ ଥଣ୍ଡା ରହିଛି। ଏଥିସହ…

ଓଡିଶା ତାଜା ଖବର

ସଂକ୍ରମଣ ଚିନ୍ତା : ୧୬ଏପ୍ରିଲରୁ ରାଜ୍ୟର ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ, ୧୦ ଜିଲ୍ଲାରେ ସପ୍ତାହନ୍ତ ସଟ୍ ଡାଉନ୍ ।

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର କେତେକ ଗୁରୁତ୍ବପୂର୍ଣ୍ଣ କଟକଣା ଲାଗୁ କରିଛନ୍ତି। ଛତିଶଗଡ଼ରେ ସଂକ୍ରମଣ ବ୍ୟାପକ ହୋଇଥିବାରୁ ଏହାର ସୀମାକୁ ଲାଗିଥିବା ରାଜ୍ୟର…

ଓଡିଶା ତାଜା ଖବର

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ମାଟ୍ରିକ୍ ଓ +୨ ପରୀକ୍ଷା ସ୍ଥଗିତ, ୧୯ରୁ ରାଜ୍ୟର ସବୁ ସ୍କୁଲ୍ ଓ ହଷ୍ଟେଲ୍ ବନ୍ଦ.

ଭୁବନେଶ୍ୱର : ରାଜ୍ୟରେ ସମସ୍ତ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ବର୍ତ୍ତମାନର କରୋନା ମହାମାରୀ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନଙ୍କର ସ୍ବାସ୍ଥ୍ୟ ନିରାପତ୍ତାକୁ…

ଓଡିଶା ତାଜା ଖବର

ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସହ ଶୋକ ପ୍ରକାଶ କଲେ ଅନେକ ବରିଷ୍ଠ ନେତା

ଭୁବନେଶ୍ବର : ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ । କହିଲେ, ଅଜିତ ମଙ୍ଗରାଜଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ । ଦୁଃଖଦ ସମୟରେ ଶୋକସନ୍ତପ…

ଓଡିଶା ତାଜା ଖବର

ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ, ଘୋଷଣା ହେବ ସାନି ଉପ ନିର୍ବାଚନ ପାଇଁ ତାରିଖ : ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର : ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ। ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ଏହି ନିଷ୍ପତ୍ତି ନିଆଯାଇଛି।  ପିପିଲିରେ ସାନି ଉପନିର୍ବାଚନ…

ଓଡିଶା ତାଜା ଖବର

ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ।

ଭୁବନେଶ୍ବର: ପିପିଲି ବିଧାନସଭା ଉପନିର୍ବାଚନରେ କଂଗ୍ରେସ୍‌ ଦଳୀୟ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ ହୋଇଯାଇଛି। କରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ରାଜଧାନୀ ଭୁବନେଶ୍ବରସ୍ଥିତ ଆପୋଲୋ…

ଓଡିଶା ତାଜା ଖବର ଦେଶ ବିଦେଶ ମନୋରଞ୍ଜନ

ପୁଣି ଥରେ ସଂଧ୍ୟା ୭ଟାରେ ପ୍ରସାରିତ ହେବାକୁ ଯାଉଛି ରାମାନନ୍ଦ ସାଗରଙ୍କ ‘ରାମାୟଣ’

ନୂଆଦିଲ୍ଲୀ: ଗତବର୍ଷ ଲକ୍‌ଡାଉନ୍‌ ସମୟରେ ଲୋକଙ୍କ ମନୋରଞ୍ଜନର ଏକ ବଳିଷ୍ଠ ମାଧ୍ୟମ ପାଲଟିଥିଲା ରାମାନନ୍ଦ ସାଗରଙ୍କ ସୋ’ ‘ରାମାୟଣ’ ଏବଂ ବିଆର୍‌ ଚୋପ୍ରାଙ୍କ ‘ମହାଭାରତ’। ୮୦ ଓ…

ଓଡିଶା

ରଷିକିଆ ଚୋର, ଦୁଇ ପତ୍ନୀ, ଖୁସି କରିବାକୁ ଗିଫ୍ଟ ଦେଉଥିଲା ଲୁଟ୍ ସୁନା। ବାନ୍ଧିଲା କମିଶନରେଟ ପୁଲିସ

ଭୁବନେଶ୍ବର : କମିଶନରେଟ ପୁଲିସ ହାତରେ ଧରାପଡିଛି ରଷିକିଆ ଚୋର । ପେସାରେ ରଙ୍ଗମିସ୍ତ୍ରି। ନିଶା କିନ୍ତୁ ଚୋରି।  ଦିନରେ ନିଜକୁ ରଙ୍ଗମିସ୍ତ୍ରୀ କହି କାମ କରୁଥିଲା…

ଓଡିଶା ତାଜା ଖବର ଦେଶ ବିଦେଶ

ସିବିଏସଇ ଦଶମ ପରୀକ୍ଷା ବାତିଲ, ଦ୍ବାଦଶ ସ୍ଥଗିତ

ନୂଆଦିଲ୍ଲୀ: କରୋନା ପାଇଁ  ସିବିଏସଇ ଦଶମ ପରୀକ୍ଷା ବାତିଲ କରାଯାଇଥିବା ବେଳେ ଦ୍ବାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । କରୋନା ସଂକ୍ରମଣ ବଢୁଥିବାରୁ କେନ୍ଦ୍ର ସରକାର ଏହି…

ଓଡିଶା ତାଜା ଖବର

ଶୁଭାରମ୍ଭ ହେଲା ଓଏମସିର ୨ଟି ଆଇଟି ସକ୍ଷମ ମଡ୍ୟୁଲ୍, ନିଯୁକ୍ତି ପାଇଲେ ୧୦୦ କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକ.

ଭୁବନେଶ୍ୱର : ଲୋକସେବା ଭବନରେ ଓଡ଼ିଶା ଖଣି ନିଗମର ଓରିଏଣ୍ଟେସନ୍ ପ୍ରୋଗ୍ରାମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଗୋଟି ଆଇଟି ସକ୍ଷମ ମଡ୍ୟୁଲର ଶୁଭାରମ୍ଭ…