ଟି-୨୦ ବିଶ୍ବକପ୍: ଜିମ୍ବାୱେକୁ ହରାଇ ଶୀର୍ଷରେଟିମ ଇଣ୍ଡିଆ ସେମିଫାଇନାଲରେ ଇଂଲଣ୍ଡ ସହ ହେବ ମୁକାବିଲା।
ମେଲ୍ବର୍ଣ୍ଣ: ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ରବିବାର ଜିମ୍ବାୱେକୁ ଭାରତ ୭୧ ରନ୍ରେ ପରାସ୍ତ କରିଛି। ମେଲ୍ବର୍ଣ୍ଣର ଷ୍ଟାଡିୟମ୍ରେ ଭାରତ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।…


