Homeଆଞ୍ଚଳିକଭୋଟ୍ ଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ। ଭୋଟ୍ ଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ। February 20, 2022February 20, 2022THE SWARA ଆଠମଲ୍ଲିକ :ଭୋଟ୍ ଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ ଆଜି ଅନୁଗୋଳ ଜିଲାର ଆଠମଲ୍ଲିକ ଓ ପାଲଲହାଡ଼ା ବ୍ଲକ ରେ ମତ ଦାନ ଚାଲିଥିବା ବେଳେ ରମେଶ ସାଏ ନିଜ ଗାଁ ପୋଡାପଦର ସ୍କୁଲ ରେ ୧୦ ନଂ ବୁଥ ଦେଇଛନ୍ତି ଭୋଟ୍। ବିଧାୟକ ରମେଶ ସାଏ ନିଜ ଗାଁ ପୋଡାପଦର ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ୧୦ନମ୍ବର ବୁଥରେ ଆଜି ମତଦାନ କରିଛନ୍ତି। ସେ ସପରିବାର ନିଜ ଘରୁ ଚାଲି ଚାଲି ଆସି ଭୋଟ ଦାନ କେନ୍ଦ୍ରରେ ପହଞ୍ଚି ଥିଲେ। ସେଠାରେ ସାଧାରଣ ଭୋଟରଙ୍କ ପରି ଲାଇନରେ ଦୀର୍ଘ ସମୟ ଠିଆ ହୋଇଥିଲେ। ନିଜ ସମୟ ଆସିବା ପରେ ଭୋଟ ଦେଇଥିଲେ।କିଭଳି ଅଧିକରୁ ଅଧିକ ମତଦାତା ନିଜ ନିଜର ମତାଧିକାର ସାବ୍ୟସ୍ତ କରିବେ ସେନେଇ ମଧ୍ୟ ଲୋକଙ୍କୁ ନିବେଦନ କରିଥିଲେ । Advertisement
ଭିଜିଲାନ୍ସଜାଲରେGRS, ଆବାସପାଇଁନେଉଥିଲେଲାଞ୍ଚ ଅନୁଗୋଳ: ଭିଜିଲାନ୍ସ ଜାଲରେ ପଞ୍ଚାୟତ ଗ୍ରାମ ରୋଜଗାର ସେବକ । ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ୍ ମାଛକୁଟା ପଞ୍ଚାୟତର GRS ଯଦୁମଣି ମାଝୀ ପିଏମ୍ ଆବାସ ପାଇଁ…
ସମର୍ପଣ ଏକାଡେ଼ମୀରେ ଶିଶୁ ଦିବସ ସ୍ନେହ ଓ ମମତା ସହିତ ଶିଶୁଙ୍କୁ ଗଢିବା ଅନୁଗୋଳ : ଶିଶୁ ବିକାଶର ଚାବିକାଠି ହେଉଛି ଭାବ ପ୍ରବଣ ସୁରକ୍ଷା | ଯେତେବେଳେ ପିଲାଙ୍କୁ ସମ୍ମାନ ଦିଆଯାଏ ଏବଂ ସେମାନଙ୍କ ମତାମତକୁ ଗୁରୁତ୍ୱ ଦିଆଯାଏ, ସେମାନେ…
ଜାତୀୟ ସ୍ତରିୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଅନୁଗୋଳ କୁ ୧୬ ପଦକ ଅନୁଗୋଳ : ଚଳିତ ମାସ ତା ୨୭/୦୭/୨୦୨୪ ରିଖ ଠାରୁ ତା ୨୮/୦୭/୨୦୨୪ ରିଖପଯ୍ୟନ୍ତ ପ୍ରଥମ ଓପନ୍ ତାଇକୋଣ୍ଡୋ ପ୍ରତିଯୋଗୀତା କଲିକତା ର ହାୱଡା ଲିଛୁ ବଗନ୍…