ଅନୁଗୋଳରେ ସ୍ଵତନ୍ତ୍ର ସ୍ଵାଡ ଚଢାଉ: ବେଆଇନ ବାଣ ଜବତ

ଅନୁଗୋଳ: ଆଗକୁ ଦୀପାବଳି ଥିବା ବେଳେ ଅନେକ ସ୍ଥାନରେ ବାଣ ବିକ୍ରି କରାଯାଉଛି । କିଏ ଲାଇସେନ୍ସ ନେଇ ବାଣ  ବିକ୍ରି କରୁଛି ତ ଆଉ କିଏ ବୀନା ଲାଇସେନ୍ସ ରେ ବାଣ ବିକ୍ରି କରୁଛି । ଯାହାର ତଦାରଖ କରିଛି ଅନୁଗୋଳ ଜିଲ୍ଲାର ସ୍ଵତନ୍ତ୍ର ସ୍ୱାର୍ଡ ।

ଜିଲ୍ଲାର ଅନେକ ସ୍ଥାନରେ ବେଆଇନ ଭାବେ ବାଣ ବିକ୍ରି ହେଉଥିବା ବେଳେ ଚଢାଉ କରିଛି ସ୍ଵତନ୍ତ୍ର ସ୍ୱାର୍ଡ । ଅନେକ ସ୍ଥାନରେ ବିକ୍ରି ହେଉଥିବା ବାଣ ଜବତ ମଧ୍ୟ କରିଛି ଏହି ସ୍ଵତନ୍ତ୍ର ସ୍ୱାର୍ଡ । ଏହି ଚଢାଉ ରେ ତହସିଲଦାର ଙ୍କ ସହ ପୋଲିସ ଓ ଅନ୍ୟ ଅଧିକାରୀ ମାନେ ସାମିଲ ଅଛନ୍ତି ।  

Leave a Reply

Your email address will not be published. Required fields are marked *