ଉଚ୍ଚତା: ୫ଫୁଟ ୬ ଇଞ୍ଚ ବୟସ: ୨୨ରୁ୪୫ ବର୍ଷା
୧. ସିକ୍ୟୁରିଟି ଗାର୍ଡ: ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କର ଯୋଗ୍ୟତା ୯ମରୁ ଉର୍ଦୁ ୨. ସିକ୍ୟୁରିଟି ସୁପରଭାଇଜର ପ୍ରାର୍ଥୀଙ୍କ ଯୋଗ୍ୟତା ସ୍ନାତକ ତଥା ୨୫ରୁ ୪୫ ବର୍ଷ ମଧ୍ୟରେ ହୋଇଥିବେ ଏବଂ ସୁପରଭାଇଜର୍ ଭାବରେ ୩ ବର୍ଷର ଅଭିଜ୍ଞତା କରୁରି |
୩. ବନ୍ଧୁକଧାରୀ (ଗନ୍ମ୍ୟାନ୍); ଆର୍ମ ଗାର୍ଡ ଲାଇସେକପ୍ରାପଧାରୀଙ୍କର ଲାଇସେନ୍ସ ବୈଧ ଥିବା ଜରୁରି। ଡବଲ୍ବ୍ୟାରେଲ୍ ଗନ୍ ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ|
୪. ଅଫିସ୍ ରିସେପସନିଷ୍ଟ: ବୟସ: ୨୫ରୁ ୪୫ ବର୍ଷ ମଧ୍ୟରେ ବିବାହିତ ମହିଳା ଆବେଦନ କରିପାରିବେ । ସମସ୍ତ କର୍ମଚାରୀଙ୍କୁ କମ୍ପାନି ତରଫରୁ ପିଏପ୍, ଇଏସ୍ଵାଇ, ବୋନସ୍ ଯୋଗାଇ ଦିଆଯିବ| ପ୍ରତ୍ୟେକ ଦିନ ୮ ଘଣ୍ଟା କ୍ୟୁଟି ସହିତ ମାସିକ ୨୬ ଦିନ କାର୍ଯ୍ୟ କରିପାରିବେ | ରହିବା ଲାଗି ବ୍ୟାରେକ୍ ଓ ମେସ୍ର ସୁବିଧା ରହିଛି ।
କାର୍ଯ୍ୟସ୍ଥାନ: ମୋନେଟ୍ରୁ ଫୁଲପଡ଼ା ଟାୱାରଲାଇନ୍ ଏବଂ ଆଲୁମିନିୟମ୍ ଗାର୍ଡରଖାଇ ପାଇଁ ଇଚ୍ଛୁକ ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ଓ ପ୍ରମାଣପତ୍ର ସହ ପୁଲିସ୍ ଭେରିଫିକେସନ୍, ବ୍ଲଡ୍ ଗ୍ରୁପ୍ ରିପୋର୍ଟ, ଆଧାର କାର୍ଡ ଇତ୍ୟାଦି ସାକ୍ଷାତକାର ସମୟରେ ସାଙ୍ଗରେ ଆଣିବେ |
ତାରିଖ: ୨୦.୪.୨୦୨୬ରୁ ୨୨.୪.୨୦୨୬, ସମୟ: ସକାଳ ୯ଟାରୁ ଦିନ ୧୧ଟା |
ଯୋଗାଯୋଗ : PRADEEP SECURITY SERVICE
Contact: 06764-230153, 8144279129,9348336907



